Masthead

ମୀରାବାଇଙ୍କ ଉପରେ ହେବ ଫିଲ୍ମ

ଟୋକିଓ ଅଲିମ୍ପିକ୍ସରେ ଦେଶର ପ୍ରଥମ ରୌପ୍ୟ ପଦକ ଜିତିଥିବା ମୀରାବାଇ ଚାନୁଙ୍କ ବାୟୋପିକରେ ପ୍ରସ୍ତୁତ ହେବାକୁ ଯାଉଛି ମନିପୁର ଭିତ୍ତିକ ଚଳଚ୍ଚିତ୍ର । ସେଟି ଫିଲ୍ମ ପ୍ରଡକ୍ସନ୍ କମ୍ପାନୀର ଚେୟାରମ୍ୟାନ୍ ମାନୋବି ଏମ୍ କହିଛନ୍ତି । ତେବେ ମିରବାଇ ଚାନୁଙ୍କ ଜୀବନର ଅନ୍ୟାନ୍ୟ ଘଟଣା ଉପରେ ଆଧାର କରି ଏକ ଫିଚର ଫିଲ୍ମ ନିର୍ମାଣ କରିବୁ ବୋଲି କମ୍ପାନୀର ଚେୟାରମ୍ୟାନ୍ କହିଛନ୍ତି । ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ମୀରାବାଇ ଓ ତାଙ୍କ ପରିବାରର ଏକ ଚୁକ୍ତିନାମା ସ୍ୱାକ୍ଷର କରାଯାଇଛି ।

ଏହି ଚଳଚ୍ଚିତ୍ରର ସ୍କ୍ରିନ୍ , ସ୍କ୍ରିପ୍ଟ ଏବଂ ସଂଳାପ ମନୋବି ଏମଏମ ଦ୍ୱାରା ଲେଖାଯିବ । ଏହାକୁ ଓସି ମେରା ନିର୍ଦ୍ଦେଶନା ଦେବେ ଏବଂ ଆର.କେ ନାଲିନୀ ଦେବୀ ପ୍ରସ୍ତୁତ କରିବେ। ସେହି ଚଳଚ୍ଚିତ୍ରରେ ମୀରାବାଇଙ୍କ ପିଲାଦିନ ଏବଂ ଗାଁରେ ତାଙ୍କ ଜୀବନ କିଭଳି ଥିଲା ତାହା ପ୍ରଦର୍ଶିତ ହେବ। ଭାରୋତ୍ତୋଳନରେ ତାଙ୍କର ପରିଚୟ ଏବଂ ତାଲିମ । ଜାତୀୟ ଏବଂ ଆନ୍ତର୍ଜାତୀୟ କାର୍ୟ୍ୟକ୍ରମରେ ଅଂଶଗ୍ରହଣ । ଟୋକିଓ ଅଲିମ୍ପିକ୍ସରେ ତାଙ୍କର ବିଜୟ । ଏହାରି ବିଷୟରେ ଫିଲ୍ମଟି ନିର୍ମାଣ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ