Masthead

ଅଗଷ୍ଟ ସୁଦ୍ଧା କରୋନା ମୁକ୍ତ ହେବ ବ୍ରିଟେନ!

ଲଣ୍ଡନ(ବଡ଼ ଖବର ବ୍ୟୁରୋ): ଅଗଷ୍ଟ ସୁଦ୍ଧା କରୋନା ମୁକ୍ତ ହେବ ବ୍ରିଟେନ । ଶୁକ୍ରବାର ଏପରି ମନ୍ତବ୍ୟ ରଖିଛନ୍ତି ଭ୍ୟାକ୍ସିନ ଟାସ୍କଫୋର୍ସର ମୁଖ୍ୟ କ୍ଲାଇଭ ଡିକ୍ସ । ସେ କହିଛନ୍ତି ଅଗଷ୍ଟ ସୁଦ୍ଧା ବ୍ରିଟେନରେ ଆଉ ନୂଆ ପ୍ରଜାତିର ଭୂତାଣୁ ସଂକ୍ରମଣ ହେବନି । ସଂକ୍ରମିତ ହେବା ନେଇ ଆଶଙ୍କା କରାଯାୁଥିବା ଲୋକମାନଙ୍କୁ ଏବର୍ଷ ଶେଷ ସୁଦ୍ଧା କେଉଁ ଟିକା ବୁଷ୍ଟର ଭାବେ ଦିଆଯିବ ତାହାର ଅନୁଧ୍ୟାନ ସରକାର କରୁଛନ୍ତି ।

ଜୁଲାଇ ଶେଷ ସୁଦ୍ଧା ଇଂଲଣ୍ଡର ସବୁ ଲୋକ ଥରେ ଟିକା ନେଇ ସାରିଥିବେ । ଆଉ ସେତେବେଳକୁ ଜନସାଧାରଣଙ୍କୁ ଆମେ ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ସମସ୍ତ ପ୍ରକାର ଭୂତାଣୁ କବଳରୁ ସୁରକ୍ଷା ଦେଇ ସାରିଥିବୁ । ଏପର୍ଯ୍ୟନ୍ତ ୫୧ ନିୟୁତରୁ ଅଧିକ ଡୋଜ ଟିକା ଦିଆ ସରିଲାଣି । ଦେଶର ପ୍ରାପ୍ତ ବୟସ୍କ ଲୋକଙ୍କୁ ଟିକା ଦେବାରେ ଇଂଲଣ୍ଡ ହେଉଛି ବିଶ୍ୱରେ ଦ୍ୱିତୀୟ ତ୍ୱରିତ ଦେଶ । ତେବେ ଯେଉଁମାନଙ୍କୁ ରକ୍ତଜମାଟ ବାନ୍ଧିବାର ସାମାନ୍ୟ ଆଶଙ୍କା ରହିଥିବା ୪୦ବର୍ଷରୁ କମ ବୟସ୍କ ବ୍ୟକ୍ତିବିଶେଷଙ୍କୁ ଅକ୍ସଫୋର୍ଡ଼ ଟିକାର ବିକଳ୍ପ ଦିଆଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା