Masthead

ବିଜେଡି ଛାଡିଲେ ନାରୀନେତ୍ରୀ ସୁକାନ୍ତି ଜୟପୁରିଆ

ଝାରସୁଗୁଡ଼ା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡ଼ାରେ ବିଜେଡିକୁ ବଡ଼ ଝଟକା । ଦଳ ଛାଡିଲେ ଦଳର ମୂଳ ସଂଗଠିକା ତଥା ନାରୀନେତ୍ରୀ ସୁକାନ୍ତି ଜୟପୁରିଆ । ଦଳରେ ତାଙ୍କୁ କୋଣଠେସା କରାଯାଉଥିବାରୁ ବାଧ୍ୟ ହୋଇ ଦଳରୁ ଇସ୍ତଫା ଦେଲେ । ଦୀର୍ଘ ୨୦ ବର୍ଷ ଧରି ସେ ଦଳରେ କାର୍ଯ୍ୟ କରି ଆସୁଥିଲେ। ଲଇକେରା, କିର୍ମିରା ଓ କୋଲାବିରା ଅଞ୍ଚଳରେ ତାଙ୍କର ଭଲ ସଂଗଠନ ରହିଛି।

ବିଭିନ୍ନ ସ୍ଥାନରୁ ସେ ଲଗାତାର ଭାବେ ଚାରି ଚାରି ଥର ନିର୍ବାଚିତ ହୋଇଥିବା ବେଳେ ବର୍ତ୍ତମାନ ସାହାସପୁର ପଞ୍ଚାୟତର ସରପଂଚ ଅଛନ୍ତି। ଲଗାତାର ଭାବେ ଦୀପାଳିଙ୍କୁ ଦ୍ଵିତୀୟ ଦିନରେ ଦ୍ଵିତୀୟ ଝଟକା । ଉପ ନିର୍ବାଚନ ସମୟରେ ବିଜୁ ଜନତା ଦଳ ରୁ ଆଶାୟୀ ପ୍ରାର୍ଥୀ ଭାବେ ଟିକେଟ ମାଗି ଚର୍ଚ୍ଚାରେ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା