Masthead

କେଉଁଠି ଅଛନ୍ତି ୧୧୯ ଯାତ୍ରୀ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି । ନିଖୋଜ ଯାତ୍ରୀ ଏବେ କେଉଁଠି? ବିହାର ଓ ପଶ୍ଚିବଙ୍ଗ ସରକାର ଯାତ୍ରୀ ନିଖୋଜ ହୋଇଥିବା ଅଭିଯୋଗ ଆଣିଛନ୍ତି । ଗୋଟିଏ ବଗି ଏଯାଏଁ ଉଦ୍ଧାର ହୋଇନି । ସେଥିରେ କେହି ନିଖୋଜ ଯାତ୍ରୀ ଥାଇପାରନ୍ତି କି? ଏବେବି ଅନେକ ଅଛନ୍ତି ନିଖୋଜ । ବିହାର ସରକାରଙ୍କ ବଡ଼ ଦାବି ବିହାରର ୮୮ ଯାତ୍ରୀ ନିଖୋଜ ଅଛନ୍ତି ।

ମମତା କହିଥିଲେ ପଶ୍ଚିମବଙ୍ଗର ୩୧ ନିଖୋଜ ଅଛନ୍ତି । ତେବେ ବିହାରର ୮୮, ପଶ୍ଚିମବଙ୍ଗର ୩୧ ଯାତ୍ରୀ ଗଲେ କୁଆଡେ? ୧୧୯ ଜଣ ଯାତ୍ରୀଙ୍କ ଏବେ ବି ପତା ମିଳୁନି । କେଉଁଠି ଅଛନ୍ତି ୧୧୯ ଯାତ୍ରୀ । କିଏ ଦେବ ହିସାବ । ଯାହାକୁ ନେଇ ବିହାର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଅଭିଯୋଗ ଆଣିଛନ୍ତି । ଦୁର୍ଘଟଣାରେ ବିହାରର ୪୩ ମୃତ, ୪୪ ଜଣ ଆହତ ହୋଇଥିଲେ । ଆଉ ୮୮ ଯାତ୍ରୀଙ୍କ ପତା ଏବେ ବି ମିଳୁନଥିବା ଅଭିଯୋଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା