Masthead

ଆଇପିଏଲ ଟକ୍କର: ହାଇଦ୍ରାବାଦକୁ ୭ ୱିକେଟରେ ହରାଇଲା କୋଲକାତା ।

ଶୁଭମାନଙ୍କ ଶାନଦାର୍ ବ୍ୟାଟିଂ ଯୋଗୁ ସହଜରେ ୧୪୩ ରନର ବିଜୟ ଲକ୍ଷ୍ୟ ହାସଲ କଲା କୋଲକାତା । ଆଇପିଲର ପ୍ରଥମ ବିଜୟ ହାସଲ କଲା କୋଲକାତା ନାଇଟ୍ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ମାତ୍ ଦେଲା କେକେଆର । ହାଇଦ୍ରାବାଦ୍ ଟିମ୍ ୨୦ ଓଭର ଖେଳି ୧୪୩ ରନର ଟାର୍ଗେଟ ରଖିଥିଲା କୋଲକାତା ସାମ୍ନାରେ । ଜବାବରେ କୋଲକାତା ମାତ୍ର ୩ ୱିକେଟ୍ ହରାଇ ୧୮ ଖେଳି ଅତି ସହଜରେ ବିଜୟ ଲକ୍ଷ୍ୟ ହାସଲ କରିଛି । ତେବେ ସନରାଇଜର୍ସ କ୍ୟାପଟେନ୍ ୱାର୍ଣ୍ଣନର ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ କୋଲକାତାର ବୋଲିଂ ସାମ୍ନାରେ ଦଳ ବଡ଼ ରନ୍ କରିବା ଅସମ୍ଭଢ ହୋଇପଡିଥିଲା । ତେଵେ କୋଲକାତା ପାଖରେ ବଡ଼ ବ୍ୟାଟିଂ ଲାଇନଅପ୍ ଥିବାରୁ ଦଳ ଅତି ସହଜରେ ବିଜୟ ହାସଲ କରିନେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା 🔴 ମାର୍ଚ୍ଚ ୩୧ ଡେଡ୍‌ଲାଇନ 🔴 ପୁଣି କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ 🔴 ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରୁ ଡକାୟତି 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ଟାରିଫ୍‌ କମାଇଲା ଆମେରିକା 🔴 ମାର୍ଚ୍ଚ ୩୧ ଡେଡ୍‌ଲାଇନ 🔴 ପୁଣି କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ 🔴 ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରୁ ଡକାୟତି