Masthead

କୋଇଡା ସଗଡଭଙ୍ଗା ନିକଟରୁ ମାଇ ହାତୀ ର ମୃତ ଦେହ ଠାବ ।

କୋଇଡା : ସୁନ୍ଦରଗଡ ଜିଲ୍ଲା ବଣାଇଁ ବନ ଉପଖଣ୍ତ ର କୋଇଡା ବନାଞ୍ଚଳ ସଗଡଭଙ୍ଗା ନିକଟରୁ ଏକ ମାଇ ହାତୀ ର ମୃତ ଦେହ ଠାବ ହୋଇଛି | ସୁଚନା ମୁତାବକ ଏକ ୧୫ ଟିକିଆ ହାତୀ ପଲ ଗତ କିଛିଦିନ ହେବ କୋଇଡା ବନାଞ୍ଚଳ ଅନ୍ତର୍ଗତ କୋଇଡା ,ପାଟମୁଣ୍ତା ,ସର୍ଗିଗଡ ,ସଗଡଭଙ୍ଗା ଅଞ୍ଚଳରେ ନିଜ ସ୍ତିତି ଜାହିର କରି ଅନେକ ଫସଲ ନଷ୍ଟ କରିବା ସମେତ ଅନେକ ଙ୍କ ଘର ଭାଙ୍ଗି ଥିଲେ | ଗତକାଲି ରାତିରେ କୋଇଡା ବନବିଭାଗ ଅଧିକାରୀ ହାତୀପଲଙ୍କୁ ଜଙ୍ଗଲ ଭିରକୁ ପ୍ରବେଶ କରାଇଥିଲେ ପୁନଶ୍ଚ ସକାଳୁ ହାତୀ ପଲଙ୍କ ଗତି ବିଧି ଦେଖିବା ପାଇଁ ପେଟ୍ରୋଲିଂ ସମୟ ରେ ଉକ୍ତ ଦଳର ଏକ ମାଇ ହାତୀ ର ମ୍ରୁତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ | ମ୍ରୁତ୍ୟ ର କାରଣ ଏଜାଏଁ ଜଣାପଡିନଥିବା ବେଳେ ଶବ ବ୍ୟବଛେଦ ପରେ କାରଣ ଜଣା ପଡିବ ବୋଲି ବିଭାଗୀୟ ଅଧିକାରୀ ଜଣାଇଥିଲେ |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍