Masthead

ସାରା ଦେଶରେ କରୋନା ଟିକା ଦେବା ପାଇଁ ଦରକାର ୮୦ ହଜାର କୋଟି ଟଙ୍କା !

ସାରା ଦେଶରେ କରୋନା ଟିକା ଦେବା ପାଇଁ ଦରକାର ୮୦ ହଜାର କୋଟି ଟଙ୍କା ।ଏଥିପାଇଁ ସରକାର ପ୍ରସ୍ତୁତ କି ? ଏନେଇ ପିଏମଓକୁ ସେରମ୍ ଇନଷ୍ଟିଚ୍ୟୁଟ ମୁଖିଆଙ୍କ ପ୍ରଶ୍ନ । ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦାର ପୁନାବାଲା ଟ୍ୱିଟ୍ କରି ପଚାରିଛନ୍ତି । ସେହିପରି ସାରା ଦେଶରେ କରୋନା ଟିକା ଦେବା ପାଇଁ କେତେ ପ୍ରସ୍ତୁତ ସରକାର ?ଆସନ୍ତା ବର୍ଷ ପାଇଁ ରହିଛି କି ୮୦ ହଜାର କୋଟି ଟଙ୍କା ? ଦେଶର ୧୩୦ କୋଟି ଲୋକଙ୍କୁ ଟିକା ଦେବା ନେଇ ଦେଶ କେତେ ପ୍ରସ୍ତୁତ ସେନେଇ ସେ କରିଛନ୍ତି ପ୍ରଶ୍ନ । କାରଣ ଦେଶବାସୀଙ୍କୁ କିପରି ସୁଵିଧାରେ ଟିକା ମିଳିଵ ସେନେଇ କଂପାନୀ ଆଗୁଆ ଯୋଜନା ପ୍ରସ୍ତୁତ କରିଵ । ଏବେ ପିଏମଓ ଏହାର ଉତ୍ତର କଣ ରଖିଵ ସେନେଇ ସମସ୍ତେ ଅପେକ୍ଷା କରିଛନ୍ତି । ଦେଶରେ ଅଗ୍ରଣୀ ଔଷଧ ନିର୍ମାତା ଏହି ସେରମ ଇନଷ୍ଟିଚ୍ୟୁଟ୍ “କୋଭିସିଲଡ୍” ନାମରେ କରୋନା ଟୀକା ପ୍ରସ୍ତୁତିକୁ ଜୋରସୋର କରିଛି । ଚଳିତ ଵର୍ଷ ଶେଷ ସୁଦ୍ଧା ଏହି ଟୀକା ଵଜାରରେ ଉପଲଵ୍ଧ ହେଵାର ଆଶା କରାଯାଉଛି ।
ଗୋଟିଏ ପଟେ ଦେଶରେ ବଢି ବଢି ଚାଲିଛି ସଂକ୍ରମଣ । ଦିଲ୍ଲୀ ଓ ମୁମ୍ବାଇ ଭଳି ପ୍ରମୁଖ ସହର ସମେତ ୧୦ଟି ରାଜ୍ୟରେ ଏବେ ସଂକ୍ରମଣ ସରକାରଙ୍କ ନିଦ ହଜାଇଛି । ତେଵେ କରୋନା ଟିକା ଆସିଲେ ସଂକ୍ରମଣରେ ରୋକ୍ ଲାଗିଵ ବୋଲି କୁହାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ପରୀକ୍ଷାକୁ ଯାଉଥିବା କଲେଜ ଛାତ୍ରୀଙ୍କୁ ବ୍ଲେଡ୍‌ରେ ଆକ୍ରମଣ 🔴 ଇରାନ୍ ନେଉଛି ଭୟଙ୍କର ପ୍ରତିଶୋଧ, ଟାର୍ଗେଟରେ ତୈଳକ୍ଷେତ୍ର 🔴 ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା 🔴 ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ