Masthead

କୋଇଡା ସଗଡଭଙ୍ଗା ନିକଟରୁ ମାଇ ହାତୀ ର ମୃତ ଦେହ ଠାବ ।

କୋଇଡା : ସୁନ୍ଦରଗଡ ଜିଲ୍ଲା ବଣାଇଁ ବନ ଉପଖଣ୍ତ ର କୋଇଡା ବନାଞ୍ଚଳ ସଗଡଭଙ୍ଗା ନିକଟରୁ ଏକ ମାଇ ହାତୀ ର ମୃତ ଦେହ ଠାବ ହୋଇଛି | ସୁଚନା ମୁତାବକ ଏକ ୧୫ ଟିକିଆ ହାତୀ ପଲ ଗତ କିଛିଦିନ ହେବ କୋଇଡା ବନାଞ୍ଚଳ ଅନ୍ତର୍ଗତ କୋଇଡା ,ପାଟମୁଣ୍ତା ,ସର୍ଗିଗଡ ,ସଗଡଭଙ୍ଗା ଅଞ୍ଚଳରେ ନିଜ ସ୍ତିତି ଜାହିର କରି ଅନେକ ଫସଲ ନଷ୍ଟ କରିବା ସମେତ ଅନେକ ଙ୍କ ଘର ଭାଙ୍ଗି ଥିଲେ | ଗତକାଲି ରାତିରେ କୋଇଡା ବନବିଭାଗ ଅଧିକାରୀ ହାତୀପଲଙ୍କୁ ଜଙ୍ଗଲ ଭିରକୁ ପ୍ରବେଶ କରାଇଥିଲେ ପୁନଶ୍ଚ ସକାଳୁ ହାତୀ ପଲଙ୍କ ଗତି ବିଧି ଦେଖିବା ପାଇଁ ପେଟ୍ରୋଲିଂ ସମୟ ରେ ଉକ୍ତ ଦଳର ଏକ ମାଇ ହାତୀ ର ମ୍ରୁତ୍ୟୁ ହୋଇଥିବା ଦେଖିବାକୁ ପାଇଥିଲେ | ମ୍ରୁତ୍ୟ ର କାରଣ ଏଜାଏଁ ଜଣାପଡିନଥିବା ବେଳେ ଶବ ବ୍ୟବଛେଦ ପରେ କାରଣ ଜଣା ପଡିବ ବୋଲି ବିଭାଗୀୟ ଅଧିକାରୀ ଜଣାଇଥିଲେ |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ