Masthead

ସୁରକ୍ଷିତ ନୁହନ୍ତି ବିଜେଡି ନେତ୍ରୀ, ଆକ୍ରମଣର ଶିକାର ହୋଇଛନ୍ତି ବିଜେଡି ନାରୀ ନେତ୍ରୀ

ନିମାପଡା(ବଡ଼ ଖବର  ବ୍ୟୁରୋ)): ଗତ କିଛି ମାସ ହେଵ ନିମାପଡାର ବିଧାୟକ ସମୀର ରଞ୍ଜନ ଦାଶଙ୍କ ଅନୁଗାମୀଙ୍କ ଦ୍ଵାରା ଗୁଣ୍ଡାରାଜ କ୍ରମଶଃ ବୃଦ୍ଧି ପାଉଛି କ୍ଷ ଗତକାଲି ରାତିରେ ବିଧାୟକଙ୍କ ବନ୍ଧୁ ତଥା ଗୋପ ବ୍ଲକ ବିଜେଡି ସଭାପତି ମଧୁସୂଦନ ପାଇକରାୟଙ୍କ ପୁଅ ସବୁ କ୍ଷେତ୍ରରେ ଗୁଣ୍ଡାରାଜ ଓ ଅରାଜକତା ସହିତ ଅପହରଣ ଆଦି ଜଘନ୍ୟ ଅପରାଧ ସୃଷ୍ଟି କରୁଛନ୍ତି ।

ମା’କୁ ସମ୍ନାନ କଥା କହୁଛନ୍ତି ଦଳର ସୁପ୍ରିମୋ କିନ୍ତୁ ନିଜ ଦଳର ମହିଳା ନେତ୍ରୀଙ୍କୁ କରାଯାଉଛି ର୍ଦୁବ୍ୟବହାର । ଏମିତି ଚିତ୍ର ଆସୁଚି ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ। ଗୁଣ୍ଡା ଲଗାଇ ନିଜ ଦଳର ମହିଳା ନେତ୍ରୀଙ୍କୁ ଭୟଭୀତ କରାଯାଉଛି । ଦଳର ନାରୀନେତ୍ରୀ ଜ୍ୟୋତ୍ସ୍ନା ନାୟକଙ୍କୁ ବିଧାୟକ ସମୀର ଦାଶ ଗୁଣ୍ଡା ଲଗାଇ ଆକ୍ରମଣ କରିଥିବା କଥା ନିଜେ ଥାନାରେ ଅଭିଯୋଗ କରିଛନ୍ତି ଜ୍ୟୋତ୍ସ୍ନାରାଣୀ ନାୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ରତ୍ନଭଣ୍ଡାର ଗଣିତ ପ୍ରକ୍ରିୟା, ଆସନ୍ତା ୩୧ ଓ ସେପ୍ଟେମ୍ବର ୧ରେ 🔴 କମ୍ପିବ କଳିଙ୍ଗ ଷ୍ଟାଡିୟମ୍, ଆଜି ବିଶ୍ୱ ଦୌଡକୁଦ ଲଢ଼େଇ 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ