Masthead

ଡ଼ିଜିଟାଲ ପ୍ରେମ କରି ପ୍ରେମିକା ଠୁ ଡ଼ିଜିଟାଲ ଛେଞ୍ଚା ଖାଇଲେ ପ୍ରେମିକ ।

ଜଳେଶ୍ବର : ଡ଼ିଜିଟାଲ ଯୁଗରେ ଡ଼ିଜିଟାଲ ପ୍ରେମ , ପରେ ଧକ୍କା , ଆଉ ଏବେ ପ୍ରେମିକା ଠୁଁ ନିର୍ଧୁମ ଛେଞ୍ଚା ଖାଇଲେ ପ୍ରେମିକ । ତେବେ ସବୁକ ପ୍ରେମ କଥାକୁ କେନ୍ଦ୍ର କରି ନିର୍ଧୁମ ମାଡ , ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ବଡବଜାର ଛକ ଉପରେ ସର୍ବସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଛି , ଆଜି ଅପରାହ୍ନ ରେ ବାଲେଶ୍ବର ଅଞ୍ଚଳ ର ୩ ଜଣ ଯୁବତୀ ଜଣେ ଯୁବକ କୁ ଗୋଡାଇ ଗୋଡାଇ ବାଡିରେ ନିର୍ଧୁମ ମାଡ ମାରୁ ଥିବା ବେଳେ ଲୋକେ ଭିଡିଓ ରେକର୍ଡିଂ କରିବାରେ ବ୍ୟସ୍ତ ଥିଲେ ,ଘଟଣାରୁ ଜଣାପଡିଛି ଯେ ମାଡ ଖାଇଥିବା ଯୁବକ ଜଣକ ପ୍ରଥମେ ଉକ୍ତ ତିନିଜଣ ଯୁବତୀଙ୍କ ମଧ୍ୟରୁ ଜଣେ ଯୁବତୀଙ୍କୁ ଫେସବୁକ ରୁ ମାଧ୍ୟମରେ କରିଥିଲେ ପ୍ରେମ , ପରେ କିଛିଦିନ ହେବ ପ୍ରେମିକା ଠାରୁ ମିଛକହି ଲୁଚିରହୁଥିଲେ ପଶ୍ଚିମବଙ୍ଗ ଦୀଘାରେ । କୌଶଳ କ୍ରମେ ଏହି ଯୁବତୀ ମାନେ ତାଙ୍କୁ ଫେସବୁକ ରେ ବନ୍ଧୁତା କରି ମେସେଞ୍ଜର ରେ ଚାଟିଂ କରି ଜଳେଶ୍ୱର ଦେଖା କରିବାକୁ ଡାକି ନିର୍ଧୁମ ମାଡ ମାରିଥିଲେ , ଏହି ଚିତ୍ର ଏବେ ଜଳେଶ୍ବର ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ