Masthead

ବିଧାନସଭାରେ ଉଠିଲା ଅପପୃଷ୍ଟି ପ୍ରସଙ୍ଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଧାନସଭାରେ ଉଠିଲା ଅପପୃଷ୍ଟି ପ୍ରସଙ୍ଗ । ବିଜେପି ଅଭିଯୋଗ କରିଛି ନଗଡ଼ାଠୁ କଳିଙ୍ଗନଗର ଚିତ୍ର ଆହୁରି କଦର୍ୟ୍ୟ । ଓଡିଶାରେ ୩୧ ପ୍ରତିଶତ ଛୁଆ ପୁଷ୍ଟିହୀନତାର ଶିକାର । ବିଜେପି ଅଭିଯୋଗର ଜବାବ ଦେଇଛି ବିଜେଡି । ଅପପୃଷ୍ଟିରେ ନଗଡ଼ାଠୁ ବଳିଗଲାଣି କଳିଙ୍ଗନଗରର ଚିତ୍ର । ୬୪ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର । ୬୧.୮ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର । ଏଇଟା କ’ଣ ମୋ ସରକାର? ଏହା କ’ଣ ଓଡ଼ିଶାର ବିକାଶ ବୋଲି ପ୍ରଶ୍ନ କରି ମନ୍ତ୍ରୀଙ୍କ ଉତ୍ତର ଦାବି କରିଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର

ବିରୋଧୀ ଦଳ ନେତାଙ୍କୁ ତାଙ୍କରି ଭାଷାରେ ବୁଝାଇ ଦେଇଛି ବିଜେଡି । ବିଜେଡି ବିଧାୟକ ଅମର ଶତପଥୀ କହିଥିଲେ ନଗଡା ଯାଇ ଦେଖିଆସାନ୍ତୁ ବିରୋଧୀ ଦଳ ନେତା। କ’ଣ ପାଇଁ ରାଜ୍ୟକୁ ବଦନାମ କରୁଛନ୍ତି? ଦେଖିଆସନ୍ତୁ ନଗଡାର ସ୍ଥିତି । ସେଠି ସରକାର କ’ଣ ସବୁ କଲେଣି। ବୁଲି ଆସିଲେ ହୁଏତ ବୁଝିଯିବେ ସେବେକାର ନଗଡା ଓ ଏବେକାର ନଗଡା ଭିତରର ପ୍ରଭେଦ ।  ବିଧାନସଭାରେ ଅପପୁଷ୍ଟିକୁ ନେଇ ଝଡ଼ । ତେଣେ ଅପପୁଷ୍ଟିର ଶିକାର ହୋଇଥିବା ଦାନଗଦୀ ବ୍ଲକ ରଣାଗୁଣ୍ଡି ପଞ୍ଚାୟତର ରଗଡ଼ା ଘାଟିସାହିର ରାଇସିଙ୍ଗା ହେମ୍ବ୍ରମ ଓ ତାଙ୍କ ଭଉଣୀ ଶାନ୍ତି ଏବେ କଟକ ଶିଶୁଭବନରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା