Masthead

ମହାକାଶରେ ବିରଳ ଦୃଶ୍ୟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମହାକାଶରେ ବିରଳ ଦୃଶ୍ୟ । ସଂଧ୍ୟା ଆକାଶରେ ଚନ୍ଦ୍ର ତଳେ ଏକ ଉଜ୍ୱଳ ଜ୍ୟୋତିଷ୍କ ଦେଖିବାକୁ ମିଳିଥିଲା । ଦ୍ୱିତୀୟା ଚନ୍ଦ୍ରର ଆଲୋକ ଠାରୁ ଏହି ଜ୍ୟୋତିଷ୍କର ଆଲୋକ ଅନେକ ଗୁଣରେ ଅଧିକ ଥିବାରୁ ଲୋକଙ୍କୁ ଚକିତ କରିଥିଲା । କିଛି ଲୋକଙ୍କୁ ଏହି ବିରଳ ଦୃଶ୍ୟ ଗବେଷଣାର ଖୋରାକ ମଧ୍ୟ ଯୋଗାଇଛି । କେହି କେହି ଏହାକୁ ତାରା ବୋଲି କହୁଥିବା ବେଳେ ଆଉ କେହି ଏହାକୁ ଏକ ଗ୍ରହ ବୋଲି ମତ ଦେଇଛନ୍ତି ।

ଜ୍ୟେର୍ତିବିଜ୍ଞାନୀ କହିଛନ୍ତି, ପୃଥିବୀ, ଶୁକ୍ର ଓ ଚନ୍ଦ୍ର ଗୋଟିଏ ସରଳରେଖାରେ ଆଜି ରହିଥିଲେ । ଚନ୍ଦ୍ର ତଳେ ଲୁଚି ରହିଥିଲା ଶୁକ୍ର । ସଂଧ୍ୟା ହେବାରୁ ଏହା ଦୃଶ୍ୟମାନ ହେଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ