Masthead

ସୁନ୍ଦରୀ ଙ୍କୁ ସମନ !

ବଡ଼ ଖବର ବ୍ୟୁରୋ ।
ସୁଶାନ୍ତ ସିଂ ରାଜପୁତ ଙ୍କ ହତ୍ୟା ମାମଲା ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନୂଆ ଅଧ୍ୟାୟ ଖୋଲି ଖୋଲି ଯାଉଛି।
ଗୋଟିଏ ପରେ ଗୋଟିଏ ବଲିଉଡ୍ ର ତାରକା ଏହି ଭିତରେ ଛନ୍ଦି ହୋଇ ଯାଉଛନ୍ତି। ପ୍ରଥମେ ରିୟା ଚକ୍ରବର୍ତ୍ତୀ ତାପରେ ତାଙ୍କ ଭାଇ
ଆଊ ବର୍ତ୍ତମାନ ବିବାଦ ଘେର ରେ ବଲିଉଡ୍ ର ତିନି ପ୍ରମୁଖ ଅଭିନେତ୍ରୀ । ସୂଚନା ମୁତାବକ ଡ୍ରଗସ୍ ଲିଙ୍କ୍ ମାମଲା ରେ
ଦୀପିକା ପଡୁକୋନ, ସାରା ଅଲ୍ଲୀ ଖାଁ , ଶ୍ରଦ୍ଧା କପୂର୍ ଙ୍କୁ ଏନ୍ ସି ବି ର ଜେରା ପାଇଁ ଦିଆ ଯାଇଥିଲା ସମନ୍ ଯାହାକି ସାରା ଦେଶ ରେ ସମସ୍ତଙ୍କୁ ଚକିତ କରିଥିଲା। ଏହାର ସିଧା ଅର୍ଥ ବୟାନ କରୁଛି ଯେ ନିଶା ନିବାରଣ ପାଇଁଁ ବିଜ୍ଞାପନ କରି ଜନ ସାଧାରଣ ଙ୍କୁ ସଚେତନ କରାଉଥିବା ଏହି ଅଭିନେତ୍ରୀ ମାନେ ବୋଧ ହୁଏ ନିଜର ର ହାଇ କ୍ଲାସ୍ ବେଶ ବୁସା ସାଙ୍ଗରେ ହାଇ କ୍ଲାସ୍ ନିଶା ଦ୍ରବ୍ୟ ମଧ୍ୟ ସେବନ କରିଥାନ୍ତି। ସତରେ କଣ ଡ୍ରଗସ୍ ମାଫିଆ ଙ୍କ ଗଡ଼ ପାଲଟିଛି ପୁରା ବଲିଉଡ୍ ।
ବଲିଉଡ ଡ୍ରଗ୍ସ ର୍ୟାକେଟର ସିଣ୍ଡିକେଟ୍ କୁ ଉଚ୍ଛେଦ କରିବାକୁ ଏନସିବି ଦାବି କରୁଛି, କିନ୍ତୁ ଏପର୍ଯ୍ୟନ୍ତ କେବଳ ଅଭିନେତ୍ରୀଙ୍କ ନାମ ଏହାର ଟାର୍ଗେଟରେ ଆସିଛି କିମ୍ବା ଲିକ୍ ହୋଇଥିବା ସମସ୍ତ ଚାଟ୍ ରେ। ତେବେ ପ୍ରଶ୍ନ ହେଉଛି, କେବଳ ଅଭିନେତ୍ରୀମାନେ ବଲିଉଡରେ ଡ୍ରଗ୍ସ ନିଅନ୍ତି ଏବଂ ଅଭିନେତା ନୁହଁନ୍ତି?
ଯାହା ବର୍ତ୍ତମାନ ସିନେ ପ୍ରେମୀ ଙ୍କ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ