Masthead

‘ଗୁଲାବ’ ପାଇଁ ୨୪ଟି ଟ୍ରେନ୍‌ ବାତିଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାତିଲ ହେଲା ୨୪ଟି ଟ୍ରେନ୍‌ । ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଛି। ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ଦୃଷ୍ଟିରେ ରଖି ୨୪ଟି ଟ୍ରେନ୍‌ ବାତିଲ କଲା ଭାରତୀୟ ରେଳବାଇ । ସେହିପରି ବନ୍ଦର ପାଇଁ ବିପଦ ସଂକେତ ଜାରି ହୋଇଛି।

ବାତ୍ୟା ଯୋଗ୍ୟୁ ବାତିଲ ହୋଇଥିବା ଟ୍ରେନ୍‌ ଗୁଡ଼ିକ ହେଲା ଭୁବନେଶ୍ୱର-ବିଶାଖାପାଟନମ, ବିଶାଖାପାଟନମ-ଭୁବନେଶ୍ୱର, ଭୁବନେଶ୍ୱର-ସିକନ୍ଦରାବାଦ, ଭୁବନେଶ୍ୱର-ତିରୁପତି, ତିରୁପତି-ଭୁବନେଶ୍ୱର, ପୁରୀ-ଗୁଣପୁର, ଗୁଣପୁର-ପୁରୀ, ପୁରୀ-ମାଡ୍ରାସ, ମାଡ୍ରାସ-ପୁରୀ, ଗୁଣପୁର-ବିଶାଖାପାଟନମ୍‌, ବିଶାଖାପାଟନମ-ପୁରୀ, ଭୁବନେଶ୍ୱର-ପଲାସା, ପଲାସା-ଭୁବନେଶ୍ୱର, ବିଶାଖାପାଟନମ-ଟାଟା, ଟାଟା-ବିଶାଖାପାଟନମ, ବିଶାଖାପାଟନମ-କୋରବା, କୋରବା-ବିଶାଖାପାଟନମ, ସମ୍ବଲପୁର-ନାନ୍ଦେଡ, ନାନ୍ଦେଡ-ସମ୍ବଲପୁର, ରାୟପୁର-ବିଶାଖାପାଟନମ୍‌, ବିଶାଖାପାଟନମ-ରାୟପୁର, ବିଶାଖପାଟନମ-ରାୟଗଡ଼ା, ରାୟଗଡ଼ା-ବିଶାଖାପାଟନମ ଓ ରାୟଗଡ଼ା-ଗୁଣ୍ଟୁର ଟ୍ରେନ୍‌ ବାତିଲ ହୋଇଛି। ଅନ୍ୟପଟେ ପୁରୀ ଓ ଗୋପାଳପୁର ବନ୍ଦର ପାଇଁ ୪ ନମ୍ବର ବିପଦ ସଂକେତ ଓ ପାରାଦୀପ ଏବଂ ଧାମରା ପାଇଁ ୩ ନମ୍ବର ବିପଦ ସଂକେତ ଜାରି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ