୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଫେରି ମହାପ୍ରଭୁଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ । ଦିଲ୍ଲୀରେ ବରିଷ୍ଠ ନେତାଙ୍କ ଆଲୋଚନା କରିଛନ୍ତି । ଅମିତ୍ ଶାହ, ପ୍ରହଲ୍ଲାଦ ଯୋଶୀ, ଏଚ ଡି କୁମାର ସ୍ୱାମୀଙ୍କୁ ଭେଟିଛନ୍ତି । ଖାଲି ଏମାନଙ୍କୁ ନୁହେଁ ଅନେକ ଦଳୀୟ ଶୀର୍ଷ ନେତୃତ୍ୱଂକ ମଧ୍ୟ ଏହି ଗସ୍ତ ସମୟରେ ଭେଟି ରାଜ୍ୟର ସରକାର ଏବଂ ସଂଗଠନ ବିଷୟରେ ଚର୍ଚ୍ଚା କରିଛନ୍ତି ।

ତା ସହ ରାଜ୍ୟର ସାଂସଦ ମାନଙ୍କ ସହ ବି ଗୁରୁତ୍ତ୍ୱପୂର୍ଣ ବୈଠକ କରି ରାଜ୍ୟକୁ ଫେରିଛନ୍ତି । ଆଉ ଆଜି ଓଡ଼ିଶାରେ ପହଞ୍ଚିବା ପରେ ଦିନ ତମାମ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ସିଏମ । ସନ୍ଧ୍ୟାରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଯିବେ ମୋହନ । ଚତୁର୍ଦ୍ଧାମୂର୍ତ୍ତିଙ୍କ ସାନିଧ୍ୟ ଲାଭ କରିବ ସହ ଶ୍ରୀକ୍ଷେତ୍ରର ଉନ୍ନତି କରଣ, ରତ୍ନ ଭଣ୍ଡାର ସମ୍ପର୍କିତ ଆଲୋଚନା କରିବାର ଯାହା କାର୍ଯ୍ୟ ରହିଥିବା ସୂଚନା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ