Masthead

ଇସ୍ତଫା ଦେଲେ ଭୁବନେଶ୍ଵର ଡିସିପି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଇସ୍ତଫା ଦେଲେ ଭୁବନେଶ୍ଵର ଡିସିପି। ୨୦୧୩ ବ୍ୟାଚ୍ର IPS ଜଗମୋହନ ମୀନା ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା କହିଛନ୍ତି। ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଓ ଗଞ୍ଜାମ ଏସ୍ପି ଭାବେ କାମ କରିଥିଲେ। ୨୦୨୫ ଫେବ୍ରୁଆରୀରେ ଭୁବନେଶ୍ବର ଡିସିପି ଭାବେ ଯୋଗ ଦେଇଥିଲେ। ୨୫ ଦିନ ତଳୁ ସେ ଇସ୍ତଫାପତ୍ର ପଠାଇ ସାରିଥିବା ସୂଚନା ମିଳିଛି। ତେବେ ଯଦି ତାଙ୍କର ଇସ୍ତଫାପତ୍ର ସରକାର ମଞ୍ଜୁର କରନ୍ତି, ତାହେଲେ ୩୭ ବର୍ଷୀୟ ଆଇପିଏସ୍ ଅଫିସର ଘରୋଇ ସେକ୍ଟରରେ ଚାକିରି କରିପାରନ୍ତି।..

ଏହା ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଏସ୍‌ପି ଏବଂ ଗଞ୍ଜାମ ଏସ୍‌ପି ଭାବେ ମଧ୍ୟ ଦାୟିତ୍ୱ ସଫଳତାର ସହିତ ନିଭାଇଥିଲେ । ତାଙ୍କର ଇସ୍ତଫା ପରେ ପ୍ରଶାସନିକ ମହଳରେ ଆଲୋଚନା ଆରମ୍ଭ ହୋଇଛି । ତଥାପି ଡିଜିପି ସ୍ପଷ୍ଟ କରିଛନ୍ତି ଯେ, ଏହା ପୂର୍ଣ୍ଣ ଭାବେ ବ୍ୟକ୍ତିଗତ କାରଣରୁ ନିଆଯାଇଥିବା ନିଷ୍ପତ୍ତି । ଏହା ପୂର୍ବରୁ ସେ କଟକ ଡିସିପି, ଅନୁଗୁଳ ଏସ୍‌ପି ଏବଂ ଗଞ୍ଜାମ ଏସ୍‌ପି ଭାବେ ମଧ୍ୟ ଦାୟିତ୍ୱ ସଫଳତାର ସହିତ ନିଭାଇଥିଲେ । ତାଙ୍କର ଇସ୍ତଫା ପରେ ପ୍ରଶାସନିକ ମହଲରେ ଆଲୋଚନା ଆରମ୍ଭ ହୋଇଛି । ତଥାପି ଡିଜିପି ସ୍ପଷ୍ଟ କରିଛନ୍ତି ଯେ, ଏହା ସଂପୂର୍ଣ୍ଣ ଭାବେ ବ୍ୟକ୍ତିଗତ କାରଣରୁ ନିଆଯାଇଥିବା ନିଷ୍ପତ୍ତି । ସରକାରଙ୍କ ପାଖକୁ ତାଙ୍କର ଇସ୍ତଫା ପତ୍ର ପଠାଯାଇଥିବା ନେଇ ବି ସୂଚନା ଦେଇଛନ୍ତି  ପୁଲିସ ମହାନିର୍ଦ୍ଦେଶକ ଡିଜିପି ଓ୍ବାଇ .ବି ଖୁରାନିଆ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇସ୍ତଫା ଦେଲେ ଭୁବନେଶ୍ଵର ଡିସିପି 🔴 ନାକେଦମ୍‌ କଲାଣି ବର୍ଷା 🔴 ଟ୍ୱିନ୍ ସିଟିକୁ ବିପଦ,ମୁକୁଳା ଡ୍ରେନ୍ 🔴 ପୁଣି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର 🔴 ଚଳିତ ବର୍ଷ ରଥଯାତ୍ରା ପାଇଁ  ବୈଠକ 🔴 ଭାରତର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ! 🔴 ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର 🔴 ୩ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ 🔴 ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରୀ ତେଲ 🔴 କେମିତି ସୁସ୍ଥ ହୁୁଅନ୍ତି ମହାପ୍ରଭୁ 🔴 ଇସ୍ତଫା ଦେଲେ ଭୁବନେଶ୍ଵର ଡିସିପି 🔴 ନାକେଦମ୍‌ କଲାଣି ବର୍ଷା 🔴 ଟ୍ୱିନ୍ ସିଟିକୁ ବିପଦ,ମୁକୁଳା ଡ୍ରେନ୍ 🔴 ପୁଣି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର 🔴 ଚଳିତ ବର୍ଷ ରଥଯାତ୍ରା ପାଇଁ  ବୈଠକ 🔴 ଭାରତର ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ! 🔴 ହିନ୍ଦୋଳ ରେଞ୍ଜ ବୋମ୍ପାରେ ଦନ୍ତା ହାତୀର ମୃତ ଦେହ ଉଦ୍ଧାର 🔴 ୩ ଜିଲ୍ଳାକୁ ରେଡ ୱାର୍ଣ୍ଣିଂ 🔴 ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗିବ ଫୁଲୁରୀ ତେଲ 🔴 କେମିତି ସୁସ୍ଥ ହୁୁଅନ୍ତି ମହାପ୍ରଭୁ