Masthead

ପେଶାରେ ଜଣେ ସରକାରୀ ଶିକ୍ଷକ, ନିଶାରେ ଜଣେ ଭଲ ସାହିତିକ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ସ୍ବପ୍ନଥିଲା ଜଣେ ଭଲ କବିହେବେ ନିଜର କଲମ ଲେଖନୀର ବାସ୍ନାରେ ଆଜିର ସମାଜକୁ ନିଜର ଲେଖନୀ ମାଧ୍ୟମରେ କିଛି ସୁ ବାର୍ତା ଦେବା।ହେଲେ ସେ ପାଲଟି ଗଲେ ଜଣେ ସରକାରୀ ଶିକ୍ଷକ ପେଷାରେ ସେ ଜଣେ ସରକାରୀ ଶିକ୍ଷକ ହୋଇଥିଲେ ମଧ୍ୟ୍ୟ ନିଶା ତାଙ୍କର ଲେଖିବା। ଛୋଟ ବେଳୁ ତୁଳସୀ ଦୁଇପୁତ୍ର ବାସିଲା ପରି ନିଜ ଲେଖାର ବାସ୍ନା ନିଜର ପରିବାର ଏବଂ ସ୍ତମ୍ଭକାର ମାନଙ୍କୁ ବେସ ଆକୃଷ୍ଟ କରିଥିଲା୍।

ଆଜି ପର୍ଯ୍ୟନ୍ତ ଶିଶୁ ସାହିତ୍ୟ, କିଶୋରୀ ,ଅନେକ ପ୍ରବନ୍ଧକ ଲେଖା ଉଚକୋଟିର ୫୦ରୁ ଅଧିକ ପ୍ରବନ୍ଧକ ଲେଖି ଓଡ଼ିଶାର କୋଣ ଅନୁକୋଣରେ ପ୍ରଶଂସା ସାଉଣ୍ଟି ଛନ୍ତି ଶ୍ରୀକାନ୍ତ ମହାଳିକ ।ପେଶା ଶିକ୍ଷକ । ନିଶା ସାହିତିକ ସର୍ଜନା । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଚଡଦିଆ ଗ୍ରାମର ଶ୍ରୀକାନ୍ତ ମହାଳିକ ଦୋଳମଣ୍ଡପ ସରକାର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭାବେ କାର୍ୟ୍ୟରତ। ସେ ଜଣେ ଶିଶୁ ସାହିତିକ, ବିଜ୍ଞାନଧର୍ମୀ ପ୍ରାବନ୍ଧିକ ଏବଂ ସ୍ତମ୍ଭକାର ଭାବେ ଜଣାଶୁଣା। ତାଙ୍କର ସଫଳ କୃତି ପାଇଁ ବିଭିନ୍ନ ସାହିତ୍ୟ ଅନୁଷ୍ଠାନତରଫରୁ ସମ୍ମାନିତ ତଥା ସମ୍ୱର୍ଦ୍ଧିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା