Masthead

ରାଷ୍ଟ୍ରପତି ବାଇଡେନଙ୍କ ଭାଷଣର ମୁଖ୍ୟାଂଶ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଆମେରିକାର ଦିନ, ଆମେରିକା ଲୋକଙ୍କ ଦ୍ୱାରା ତିଆରି, ଲୋକଙ୍କ ସରକାର । ଏହା ଲୋକତନ୍ତ୍ରର ବିଜୟ ଓ ଉତ୍ସବର ସମୟ । ସମସ୍ତଙ୍କ ଉନ୍ନତି ଓ ସମସ୍ତଙ୍କ ସୁରକ୍ଷାର କଥା କହିଲେ ବାଇଡେନ । ମହାମାରୀରେ ଲକ୍ଷ, ଲକ୍ଷ ଲୋକଙ୍କ ଜୀବନ ଯାଇଛି । ସମସ୍ତେ ମିଳିମିଶି କରୋନାର ମୁକାବିଲା କରିବା । ହିଂସା ବିରୋଧରେ ମିଳିତ ଭାବେ ଲଢିବା । ସାର ବିଶ୍ୱ ଆମକୁ ଦେଖୁଛି । ଦେଶ ପାଇଁ ଏକାଠି ରହିବାର ଚାଲେଂଜ ରହିଛି । ଆମକୁ ଗଣତନ୍ତ୍ରର ସୁରକ୍ଷା କରିବାକୁ ହେବ । ଏକାଠି ହୋଇ ଅର୍ଥ ବ୍ୟବସ୍ଥା ସୁଧାରବାକୁ ହେବ । ଇତିହାସରେ ନୂଆ ଅଧ୍ୟାୟ ଯୋଡିବାକୁ ବାଇଡେନ ଦେଶବାସୀଙ୍କ ଆହ୍ୱାନ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା