Masthead

ହକି ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଫେରିବ ଫୁଟବଲ୍ ଫିବର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହକି ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଫେରିବ ଫୁଟବଲ୍ ଫିବର । ଆରମ୍ଭ ହେବାକୁ ଯାଉଛି ହିରୋ ଇଣ୍ଟରନ୍ୟାସନାଲ କପ୍ । ଏହି ମ୍ୟାଚ ୯ଜୁନରୁ ଆରମ୍ଭ ହୋଇ ୧୮ ଜୁନ ଯାଏଁ ଚାଲିବ । ଜୁନ ୯ ପ୍ରଥମ ମୁକାବିଲାରେ ଲେବାନନକୁ ଭେଟିବ ଭାନୁଆଟୁ ଏବଂ ଆୟୋଜକ ଭାରତକୁ ଭେଟିବ ମଙ୍ଗୋଲିଆ । ୧୨ ଜୁନରେ ମଙ୍ଗୋଲିଆକୁ ଭେଟିବ ଲେବାନନ୍, ଭାନୁଆଟୁକୁ ଭେଟିବ ଭାରତ । ସେହିପରି ୧୫ ଜୁନରେ ଭାନୁଆଟୁକୁ ଭେଟିବ ମଙ୍ଗୋଲିଆ । ଭାରତକୁ ଭେଟିବ ଲେବାନନ୍ । ୧୮ ତାରିଖରେ ଗ୍ରୁପ ଟପର ଓ ଗ୍ରୁପ ରନର୍ସ ଆପ୍ ମଧ୍ୟରେ ଫାଇନାଲ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ