Masthead

୧୮୦କୋଟି ଫିଲ୍ମକୁ ଅଜୟଙ୍କ ନା

ମୁମ୍ବାଇ (ବଡ ଖବର ବ୍ୟୁରୋ): ୟଶରାଜ ଫିଲ୍ମ ପ୍ରଯୋଜିତ ୧୮୦ କୋଟିର ଫିଲ୍ମରେ ଅଭିନୟ କରିବାକୁ ମନାକରି ଦେଇଛନ୍ତି ଅଜୟ ଦେବଗନ । ଏହି ଫିଲ୍ମରେ ସେ ନେଗେଟିଭ ରୋଲ ମାନେ ଜଣେ ସୁପର ଭଲେନ ଭୂମିକାରେ ଅଭିନୟ କରିଥାନ୍ତେ  । କିନ୍ତୁ ନିଜର ବ୍ୟସ୍ତବହଳ ଜୀବନ ପାଇଁ ସେ ଏହି ଫିଲ୍ମରେ ଅଭିନୟ କରିବାକୁ ମନାକରିଛନ୍ତି । ସେ ଆଗକୁ ଅନେକ ଫିଲ୍ମ ଯଥା ଭୁଜ ଦି ପ୍ରାଇଡ ପରେ ଆରଆରଆର ସମେତ ଅନେକ ଫିଲ୍ମରେ ସେ ଆଗକୁ ଅଭିନୟ କରୁଥିବାରୁ ସେ ଏହି ପ୍ରୋଜେକ୍ଟରୁ ଓହରି ଯାଇଛନ୍ତି ।

ତେବେ ସେ ଖଳନାୟକ ଭୂମିକାରେ ପୂର୍ବରୁ ଅଭିନୟ କରିଥିଲେ ହେଁ ଏଭଳି ଏକ ବିଗ୍ ବଜେଟ୍ ଚଳଚ୍ଚିତ୍ରରେ ସୁପର ଭିଲେନ ଚରିତ୍ରରେ ପ୍ରଥମ ଥର ପାଇଁ ଅଭିନୟ କରିଥାନ୍ତେ। ଅପରପକ୍ଷରେ ଆର୍ଆର୍ଆର୍ରେ ଅଭିନୟ କରୁଥିବା ଅଜୟଙ୍କ ଫାଷ୍ଟ୍ ଲୁକ୍ ଏବେ ଜାରି ହୋଇଛି। ତାଙ୍କ ଲୁକ୍କୁ ନେଇ ସେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା