Masthead

ଇଭିଏମ ଟାମ୍ପରିଂ ଅଭିଯୋଗ, ୨ ବିଜେପି କର୍ମୀ ଗୁରୁତର

ପୁରୀ (ବଡ଼ ଖବର ବ୍ୟୁରୋ): ବ୍ରହ୍ମଗିରି ନିର୍ବାଚନମଣ୍ଡଳି ଗୋପ ଗ୍ରାମ ୧୪୬ନଂ ବୁଥରେ ଇଭିଏମ ଟାମ୍ପରିଂ ଅଭିଯୋଗ । ସନ୍ଦେହ ଘେରରେ ପ୍ରିଜାଇଡିଂ ଅଫିସର ଓ ବିଜେଡି କର୍ମୀ। ସୂଚନା ଅନୁଯାୟୀ ବ୍ରହ୍ମଗିରି ନିର୍ବାଚନମଣ୍ଡଳି ଗୋପ ଗ୍ରାମ ୧୪୭ ନଂ ବୁଥରେ ଚିଲିଥିଲା ମତଦାନ ପ୍ରକିୟା। ୮୦ପ୍ରତିଶତ ମତଦାନ ପରେ ବନ୍ଦ ହୋଇଥିଲା ମତଦାନ ପ୍ରକ୍ରିୟା ଓ ଇଭିଏମ ସିଲ୍ ମଧ୍ୟ କରାଯାଇଥିଲା।

ମାତ୍ର ପରବର୍ତ୍ତୀ ସମୟରେ ଇଭିଏମ ସିଲ୍ ଖୋଲାଯାଇଥିବା ଦେଖିଥିଲେ ବିଜେପି କର୍ମୀ। ଯାହାକୁ ନେଇ ସନ୍ଦେହ ଘେରକୁ ଆସିଥିଲା ପ୍ରିଜାଇଡିଂ ଅଫିସର ଓ ବିଜେଡି କର୍ମୀଙ୍କ ଭୂମିକା। ପରେ ପରେ ଘଟଣାସ୍ଥଳରେ ଆରମ୍ଭ ହୋଇଥିଲା ଉତ୍ତେଜନା। ପୋଲିସ ଆକ୍ରମଣରେ ୨ଜଣ ବିଜେପି କର୍ମୀ ଗୁରୁତର ହୋଇଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ