Masthead

ୟୁକେନକୁ ସହାୟତାର ହାତ ବଢାଇଲା ଆକେରିକା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏବେ ବି ଜାରି ରହିଛି ଋଷ ଓ ୟୁକ୍ରେନ ଯୁଦ୍ଧ । ବର୍ତ୍ତମାନ ଯୁଦ୍ଧ ପରିସସ୍ଥିତି ଏବେ ଧିମା ପଡ଼ିଛି । ୟାରି ଭିତରେ ଆସିଛଇ ଏକ ବଡ଼ ଖବର । ୟୁକ୍ରେନକୁ ୩୩ଶହ କୋଟି ଟଙ୍କାର ସହାୟତା ଘୋଷଣା କରିଛି ଆମେରିକା ।ଏଥିସହ ପ୍ରଥମଥର ପାଇଁ ଗୋଳାବାରୁଦ ଟ୍ୟାଙ୍କ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଦେବା ପାଇଁ ମଧ୍ୟ ଘୋଷଣା କରିଛି ।

ଯୁଦ୍ଧ ଭିତରେ ୟୁକ୍ରେନ ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ଦେଖିବାକୁ ମିଳିଛି । ଆଉ ଏଭଳି ପରିସ୍ଥିତିରେ ୟୁକ୍ରେନକୁ ଆମେରିକା ସହାୟତା କରି ୟୁକ୍ରେନକୁ ମଜଭୁତ କରିବାକୁ ଚେଷ୍ଟା କରୁଛି । କେବଳ ଏତିକି ନୁହେଁ ୟୁକ୍ରେନ ସେନାର ସଂଖ୍ୟା ବୃଦ୍ଧି ପାଇଁ ଆମେରିକା ଚେଷ୍ଟା ମଧ୍ୟ କରୁଛି । ଜର୍ମାନୀର ଏକ ସେନା ବେସରେ ୟୁକ୍ରେନ୍ ସେନାକୁ ଆମେରିକା ସେନା ଟ୍ରେନିଂ ମଧ୍ୟ ଦେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ