Masthead

ଅମିତ ମିସ୍ତ୍ରୀଙ୍କ ପରଲୋକ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ବଲିଉଡ ପାଇ ଏକ ଦୁଃଖଦ ଖବର । ଆଖିବୁଜିଲେ ବଲିଉଡ ଅଭିନେତା ଅମିତ ମିସ୍ତ୍ରୀ। ହୃଦଘାତରେ ଅଭିନେତାଙ୍କ ମୃତ୍ୟୁ ଘଟିଛି।  ବଲିଉଡର  ଅନେକ ଫିଲ୍ମରେ ସେ ଅଭିନୟ କରିଆସିଛନ୍ତି । ‘ୟମଲା ପଗଲା ଦିଓ୍ୱାନା’, ‘ଏ ଜେଣ୍ଟେଲମ୍ୟାନ’ ଏବଂ ଅନେକ ଓ୍ୱେବ ସରିଜରେ ମଧ୍ୟ ଅଭିନୟ କରିଛନ୍ତି ଅମିତ ମିସ୍ତ୍ରୀ । ଗୁଜରାଟ ସିନେ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା ହୋଇପାରିଥିଲେ ।

ଲୋକପ୍ରିୟ ୱେବ୍ ସିରିଜ୍ ‘ବନ୍ଦିଶ ବନ୍ଦିତସ’ (Bandish Bandits) ଅଭିନୟ ପାଇଁ ସେ ଚର୍ଚ୍ଚାରେ ଥିଲେ। ଅମିତ ମିସ୍ତ୍ରୀ ‘କ୍ୟା କେହନା’, ‘ଏକ ଚାଲିସ୍ କି ଆଖରି ଲୋକାଲ୍‘, ୯୯, ଶୋର ଇନ୍ ଦ ସିଟି, ୟାମଲା ପାଗଲା ଦୀୱାନା, ଓ୍ୱେ ୟାର୍, ଏ ଜେଣ୍ଟେଲମ୍ୟାନ ଏବଂ ୱେବ୍ ସିରିଜ୍ ବନ୍ଦିଶ ବନ୍ଦିତସରେ ଅଭିନୟ କରିଥିଲେ । ଅମିତଙ୍କ ବିୟୋଗରେ ଅନେକ କଳାକାର ଶୋକ ପ୍ରକାଶ କରିଛନ୍ତି। ବଲିଉଡ ଅଭିନେତ୍ରୀ ଟିସ୍କା ଚୋପ୍ରା ଟ୍ୱିଟ କରି ଶୋକ ପ୍ରକାଶ କରିବା ସହିତ ଅମିତଙ୍କ ବାବଦରେ ଉଲ୍ଲେଖ କରିଛନ୍ତି। ଅମିତ ଜଣେ ଭଲ ମଣିଷ ଥିଲେ, ସବୁବେଳେ ଶାନ୍ତ ରହୁଥିଲେ ବୋଲି ସେ କହିଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ