Masthead

ବର୍ଷାରେ ପିଲାମାନେ ବିକ୍ଷୋଭ କରୁଛନ୍ତି, ସରକାର ଚୁପ୍ ବସିଛନ୍ତି: ବିଜୟ ପଟ୍ଟନାୟକ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଶ୍ନପତ୍ର ଲିକକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । କହିଛନ୍ତି ଓଡ଼ିଶାରେ ପ୍ରାୟ ୩ଲକ୍ଷରୁ ଉର୍ଦ୍ଧ୍ବ ଚାକିରି ଖାଲି ପଡିଛି । କିନ୍ତୁ ପିଲା ମାନଙ୍କରେ ପାଖରେ ଚାକିରିର ବ୍ୟବସ୍ଥା ନାହିଁ । ଏହା ପରେ ପ୍ରଶ୍ନ ପତ୍ର ଲିକ୍, ମେରିଟ ଲିଷ୍ଟରେ ନା ନଥାଇ ମଧ୍ୟ ଟଙ୍କା କାରବାର ଦ୍ୱାରା ଅନେକ ଚାକିରି ହାତେଇ ନେଉଛନ୍ତି । ପରୀକ୍ଷାରେ ଏଭଳି ଅବ୍ୟବସ୍ଥା ଥାଇ ମେରିଟ୍ ଲିଷ୍ଟ ବାହାର କରିବାର ଅର୍ଥ କଣ?

ଷ୍ଟାପ ସିଲେକ୍ସନ ହେଉ ଅବା ପବ୍ଲିକ ସିଲେକ୍ସନ ବୋର୍ଡ ଯେଉଁ ମାନଙ୍କ ଦ୍ୱାରା ଏହି ସବୁ ପରୀକ୍ଷା ଆୟୋଜନ କରାଯାଉଛି ସେମାନଙ୍କୁ ପ୍ରାର୍ଥୀ ଚୟନରେ ଟ୍ରାନ୍ସପରେନ୍ସି ରଖିବା ଆବଶ୍ୟକ । ଏହାକୁ ନେଇ ବର୍ଷାରେ ପିଲାମାନେ ବିକ୍ଷୋଭ କରୁଥିବା ବେଳେ ସରକାର ଏବେ ବି ଚୁପ୍ ବସିଛନ୍ତି । ଏଥିରେ ଯେଉଁ ଅବ୍ୟବସ୍ଥା ହେଉଛି ତାହାକୁ ଠିକ୍ କରିବା ପାଇଁ ମାତ୍ର ୫ ମିନିଟ ଲାଗିବ କିନ୍ତୁ ସରକାର ଏହା ପ୍ରତି ଦୃଷ୍ଟି ନ ଦେବା ଏହା ପ୍ରମାଣିତ କରୁଛି ସରକାରଙ୍କ ଏହା ପ୍ରତି ଆନ୍ତରିକତା ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ