Masthead

ବଡ଼ ବିଜୟ ଅଭିମୁଖେ ବିଜେପି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା କାଉଣ୍ଟିଂ ଆରମ୍ଭ ହୋଇଯାଇଛି । ଅରୁଣାଚଳର ମୋଟ୍ ୬୦ ଓ ସିକ୍କିମର ୩୨ ବିଧାନସଭା ଆସନ ରହିଛି । ଅରୁଣାଚଳରେ ୧୦ଟି ଆସନରେ ନିର୍ଦ୍ବନ୍ଦ୍ବରେ ଜିତିସାରିଛି ବିଜେପି । ପ୍ରାରମ୍ଭିକ ଟ୍ରେଣ୍ଡରେ ଅରୁଣାଚଳ ଓ ସିକ୍କିମରେ ବଡ଼ ବିଜୟ ଅଭିମୁଖେ ଶାସକ ଦଳ ରହିଛି । ବଡ଼ ବିଜୟ ଅଭିମୁଖେ ଅରୁଣାଚଳରେ ବିଜେପି ଓ ସିକ୍କିମରେ ଏସକେଏମ । ଅରୁଣାଚଳରେ ୧୦ଟି ଆସନରେ ନିର୍ଦ୍ବନ୍ଦ୍ବରେ ଜିତିସାରିଛି ବିଜେପି, ୧୯ଟିରେ ଆଗୁଆ । ୨୦୧୯ରେ ୪୧ଟି ଆସନରେ ଜିତି ସରକାର ଗଢ଼ିଥିଲା ବିଜେପି । ସିକ୍କିମରେ ୨୯ଟି ଆସନରେ ଆଗରେ ଅଛି ଶାସକ ଏସକେଏମ । ୨୦୧୯ରେ ୧୭ ଆସନ ଜିତି କ୍ଷମତାକୁ ଆସିଥିଲା ଏସକେଏମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା