Masthead

ମିଳିଲାନି ମହାପ୍ରୟାଣ ଗାଡ଼ି, ଟ୍ରଲିରେ ବୁହାହେଲା ଶବ

କଟକ (ବଡ଼ ଖବର ବ୍ୟୁରୋ): ନା ମିଳିଲା ଆତ୍ମୀୟପରିଜନଙ୍କ କାନ୍ଧ ନା ମିଳିଲା ମହାପ୍ରୟାଣ ଗାଡି । ଶେଷରେ ଟ୍ରଲିରେ ବୁହାହେଲା ଶବ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭାଇଚାରା ସହର କୁହାଯାଉଥିବା କଟକ ଶେଖ୍ ବଜାର ଅଞ୍ଚଳରେ । ଯେଉଁଠାରେ ଏମ୍ସ ପ୍ଲସ ହସ୍ପିଟାଲ ପ୍ରସ୍ତୁତ କରାଯାଉଛି ସେଠି ଟ୍ରଲିରେ ବୁହା ହେଉଛି ଶବ । ଜଣେ ବ୍ୟକ୍ତିଙ୍କ ମୃତ ଶରୀରକୁ ଟ୍ରଲି ଯୋଗେ ମଶାଣିକୁ ନିଆଯାଉଛି ତାହା ବି କିଛି ବଦାନ୍ୟ ବ୍ୟକ୍ତି ଏବଂ କିଛି ସାମାଜିକ ଅନୁଷ୍ଠାନ ପକ୍ଷରୁ ।

କଟକ ସତୀ ଚଉରା ମଶାଣିରେ ଶବ ସତ୍କାର କରାଯାଇଛି । ତେବେ ଏଠି ପ୍ରଶ୍ନ ଉଠୁଛି କୁଆଡ଼େ ଗଲେ କଟକ ବାରବାଟି ବିଧାୟକ, ଜିଲ୍ଲାପାଳ, ମେୟର ଏବଂ ସ୍ଥାନୀୟ କର୍ପୋରେଟର? ଏପଟେ ମେୟର ମୋ ୱାର୍ଡ଼ ବୁଲି ବୁଲି ଲୋକଙ୍କ ସମସ୍ୟା ବୁଝିଥିବାବେଳେ ଏଭଳି ଅବ୍ୟବସ୍ଥା ସହଜରେ ଗ୍ରହଣ କରିପାରୁ ନାହାନ୍ତି କଟକବାସୀ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ