Masthead

‘ବିଜେଡି ସରକାରରେ ଗଣମାଧ୍ୟମ ଅସୁରକ୍ଷିତ’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ) : ଗଣମାଧ୍ୟମର କଣ୍ଠରୋଧ ଠିକ୍ ନୁହେଁ । ବିଜେଡି ସରାକରର କାର୍ଯ୍ୟକୁ ଦୃଢ ନିନ୍ଦା କରି ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । । ଗଣମାଧ୍ୟମ ଉପରେ ରାଜ୍ୟରେ ଯେଉଁଭଳି ଭାବେ ସରାକର କଣ୍ଠରୋଧ କରିବାକୁ ଚାହୁଁଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ । ସରକାରଙ୍କ ଉପରେ ଏହା ମହଙ୍ଗା ପଡିବ ।

ସରକାରଙ୍କର ଗୁଣଗାନ ନକରିବା କ’ଣ ସରକାର ବିରୋଧୀ କି ? ଆଗାମୀ ଦିନରେ ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇ ଗଣାମୋଧ୍ୟମ ବଞ୍ଚାଅର ନାରା ଦବ । ସତ ଖବର ଦେଖାଇଲେ ସରାକାର ଭୟଭୀତ । ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ଚତୁର୍ଥ ସ୍ତମ୍ଭର ସୁରକ୍ଷା ପାଇଁ ଦଳ କରିବ ଦାବୀ । ବିଜେଡରି ୨୩ ବର୍ଷର ସରାକରରେ ଅସୁରକ୍ଷିତ ହୋଇପଡିଛି ଗଣତନ୍ତ୍ର । ଗଣମାଧ୍ୟମର କଣ୍ଠରୋଧ ପାଇଁ ଯେତେ ପ୍ରଚେଷ୍ଟା କଲେ ସରକାର ହେବେ ବିଫଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଓଡ଼ିଶାକୁ ମାଡି ଆସୁଛି ପ୍ରବଳ ବର୍ଷା 🔴 ବିଜେଡିରେ କମ୍ପନ, ରାଜା-ବବି-ପାଣ୍ଡିଆନ ଫାଇଟ! 🔴 ଟପ୍ ସିକ୍ରେଟ୍ ଯୋଦ୍ଧା 🔴 ଜ୍ୟୋତିଙ୍କ ୟୁପି ଲିଙ୍କ 🔴 ଯେବେ ସିନ୍ଦୂର ବାରୁଦ ହୁଏ…. 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା