Masthead

ବିପଦ ସଂକୁଳ ଅବସ୍ଥାରେ ଭଉଁରିଆ ସେତୁ

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ଦୀର୍ଘ ଚାଳିଶ ବର୍ଷର ପୁରୁଣା ଅସ୍ତରଙ୍ଗ ଭଉଁରିଆ ସେତୁ ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ। ଏହି ସେତୁ ଦେଇ ଅସ୍ତରଙ୍ଗ ବ୍ଲକର ଆଳଙ୍ଗପୁର, ଆଳସାହି , ତାଳଦା,  ନଗର , ନଈଗୁଆଁ ଏହି ପାଞ୍ଚଟି ପଞ୍ଚାୟତର ହଜାର ଲୋକ ଏହି ବିପଦ ସଂକୁଳ ଭଉଁରିଆ ସେତୁ ଉପରେ ନିର୍ଭର କରନ୍ତି । ଏହି ସେତୁ ଉପରେ ପ୍ରତିଦିନ ଭାରିଯାନ ଯାତାୟାତ ହେଉଛି । କେତେବେଳେ ଭୁଶୁଡି ଯିବ ତାହା କହିହେଉନାହିଁ ।

ଅନ୍ୟପଟେ ଜନ ସାଧାରଣ ସୁବିଧାରେ ଯିବା ଆସିବା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ।କିନ୍ତୁ ସ୍ଥାନୀୟନେତାଙ୍କୁ ଭଉଁରିଆ ସେତୁ ଉପରେ ଲକ୍ଷ ପଡୁନାହିଁ । ଏହି ଭଉଁରିଆ ସେତୁ ଦୀର୍ଘଦିନ ହେବ ଭାଙ୍ଗି ବିପଦ ସଂକୁଳ ଅବସ୍ଥାରେ ରହିଛି । ଏପରିକି ସେତୁଟିର ସାଇଡ ୱାଲ ଭାଙ୍ଗି ଗଲାଣି, ଯାହାକି ସେତୁ ସମ୍ପୂର୍ଣ ଦୁର୍ବଳ ହୋଇଗଲାଣି । ଯାହାକି ବିପଦ ସଂକୁଳ ଅବସ୍ଥା ରେ ରହିଛି । କେତେବେଳେ ଏ ସେତୁ ଭାଙ୍ଗିଯିବ ତାହା ମଧ୍ୟ କହିହେବ ନାହିଁ। ତେଣୁ ଏଥିପ୍ରତି ବିଭାଗୀୟ ଅଧିକାରୀ ଯଥାଶୀଘ୍ର ଦୃଷ୍ଟି ଦେବା ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା