Masthead

କୋଇଲା କାରବାରରେ ୩୨ ହଜାର କୋଟି ଦୁର୍ନୀତି କରିଛି ଆଦାନୀ ଗ୍ରୁପ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଆଦାନୀ ପ୍ରସଙ୍ଗ ଉଠାଇ ଅଭିଯୋଗ କରିଛନ୍ତି କହିଛନ୍ତି ଯେ ଆଦାନୀ ୩୨ ହଜାର କୋଟି ଟଙ୍କା ଠକେଇ କରିଛନ୍ତି । ଆଦାନୀଙ୍କ କାରଣରୁ ବିଦ୍ୟୁତ୍‌ ମହଙ୍ଗାରେ ମିଳୁଛି। କଂଗ୍ରେସ ନେତା କହିଛନ୍ତି, ଆଦାନୀ ଜୀ ଇଣ୍ଡୋନେସିଆରେ କୋଇଲା କିଣୁଛନ୍ତି ଏବଂ ଭାରତରେ ଏହାର ହାର ଦ୍ୱିଗୁଣିତ ହୋଇଛି। ସେ କୋଇଲା ମୂଲ୍ୟକୁ ଭୁଲ ଭାବରେ ଦର୍ଶାଉଛନ୍ତି। ଅଦାନୀ ଇଣ୍ଡୋନେସିଆରୁ କମ ଦାମରେ କୋଇଲା କିଣି ଭାରତରେ ଅଧିକ ଦାମରେ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ ।

କୋଇଲା ଇଣ୍ଡୋନେସିଆରୁ ଭାରତ ଆସି ପହଞ୍ଚିବା ପରେ ଦର ଦୁଇ ଗୁଣା ହୋଇଯାଉଛି । ଅଦାନୀ ଗରିବ ଲୋକଙ୍କ ଟଙ୍କା ଲୁଟୁଛି । କୋଇଲା ଦର ବୃଦ୍ଧି ଯୋଗୁଁ ଅଦାନୀ ଗ୍ରୁପକୁ ୩୨ ହଜାର କୋଟି ଟଙ୍କାର ଫାଇଦା ମିଳିଛି । କୋଇଦା ଦର ବୃଦ୍ଧି ଯୋଗୁ ବିଦ୍ୟୁତ୍ ଦର ମଧ୍ୟ ବୃଦ୍ଧି ପାଉଛି । ଏହା ସିଧାସଳଖ ଲୋକଙ୍କ ଟଙ୍କା ଚୋରି ହେଉଛି ବୋଲି ରାହୁଲ କହିଛନ୍ତି । ଅଦାନୀ ଏବଂ କୋଇଲା ଦରକୁ ନେଥ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ଫାଇନାନସିଆଲ ଟାଇମ୍ସରେ ପ୍ରକାଶ ପାଇଥିବା ଏକ ରିପୋର୍ଟକୁ ଦେଖାଇ ରାହୁଲ ଏଭଳି ଅଭିଯୋଗ ଆଣିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ