Masthead

ମଧୁବାବୁ ପେନସନ ଯୋଜନାରେ ଦଲାଲରାଜ

ଜଳେଶ୍ୱର(ବଡ଼ ଖବର ବ୍ୟୁରୋ): ମଧୁବାବୁ ପେନସନ ଯୋଜନାରେ ଆରମ୍ଭ ହେଲାଣି ଦଲାଲ ରାଜ । ହିତାଧିକାରୀ ଦଲାଲ ସାଥିରେ ଆସିଲେ ଯୋଜନାରେ ଅନ୍ତର୍ଭୁକ୍ତ କରାଉଛନ୍ତି ଅଫିସର । ଦିବ୍ୟାଙ୍ଗକୁ ଯୋଜନାରେ ଅନ୍ତର୍ଭୁକ୍ତ କରାଇବାକୁ ଅଫିସରଙ୍କ ପାତର ଅନ୍ତର ନୀତିକୁ ନେଇ ବ୍ଲକ ପରିସରରେ ଉତେଜନା । ଜନ ପ୍ରତିନିଧିଙ୍କ କଥା ଶୁଣୁ ନାହାନ୍ତି ଅଧିକାରୀ । ସୂଚନା ଅନୁଯାଇ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବହୁ ହିତାଧିକାରୀ ପଞ୍ଜିକୃତ କରିଥିଲେ ।

କିନ୍ତୁ ସେଥିରେ ଥିବା ବିଭାଗିୟ ଅଧିକାରୀମାନେ ବହୁ ହେର ଫେର୍ କରିବା ସହିତ ୬୦ ବର୍ଷର ବହୁ ହିତାଧିକାରୀଙ୍କୁ ମଞ୍ଜୁର ହେଇଥିବା ବେଳେ ୬୫ ରୁ ୭୦ବର୍ଷର ବହୁ ହିତାଧିକାରୀଙ୍କୁ ମଞ୍ଜୁର ନ ହେବା ସହିତ ଦିବ୍ୟାଙ୍ଗଙ୍କୁ ଚିହ୍ନଟ କରିବା ପାଇଁ ମଧ୍ୟ ପାତର ଅନ୍ତରକୁ ଅଧିକାରୀ ଆପଣେଇଛନ୍ତି । ଯାହାପାଇଁ ଆଜି ବ୍ଳକ ପରିସରରେ ଆଜି ବହୁ ହିତାଧିକାରୀ ଜନ ପ୍ରତିନିଧି ଆସି ବ୍ଳକ ସାମାଜିକ ସୁରକ୍ଷା ଅଧିକରୀ ଗୌରାଙ୍ଗ ସାମଲଙ୍କୁ ଘେରିବା ସହିତ ଉତ୍ତେଜନା ମୁଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା