Masthead

ଦନ୍ତାହାତୀ ମୃତଦେହ ଉଦ୍ଧାର

(ବଡ଼ ଖବର ବ୍ୟୁରୋ):   ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳ ଡିହତଇଲାସାହି ନିକଟରୁ ଦନ୍ତାହାତୀର ମୃତ ଦେହ ଉଦ୍ଧାର ହୋଇଛି । ସୂଚନା ଯେ ,ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀ ମାନେ ବିଦ୍ୟୁତ୍ ତାର ବିଛେଇ ଥିବା ବେଳେ ୧୧କେଭି ବିଦ୍ୟୁତ୍ ସଂର୍ଶ୍ପସରେ ଆସି ଦନ୍ତାହାତୀର ଜୀବନ ଯାଇଛି ।ଶୁକ୍ରବାର ତାଳଚେର ବନାଞ୍ଚଳ ଏକଘରିଆ ଗ୍ରାମ ନିକଟରେ ଖଗେଶ୍ବର ଦେବତା ନାମକ ଜଣେ ବ୍ୟକ୍ତି ପ୍ରାତଃ ଭ୍ରମଣ କରୁ ଥିବା ସମୟରେ ଏହି ହାତୀ ଆକ୍ରମଣ କରି ତାଙ୍କୁ ମାରି ଦେଇଥିବା ସୂଚନା ରହିଛି । ଅନ୍ୟ ପକ୍ଷରେ ଦନ୍ତାହାତୀଟି ମଣିଷ ମାରିବା ପରେ କଣିହାଁ ବନାଞ୍ଚଳ ଜଙ୍ଗଲ ଆଡକୁ ପଳାଇ ଆସିଥିବା ବେଳେ ଦନ୍ତାହାତୀଟିର ମୃତ ଦେହ ଜଙ୍ଗଲରୁ ବନବିଭାଗ ଠାବ କରିଥିବା ଜଣାପଡିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ