Masthead

ନବରଙ୍ଗପୁର ଗସ୍ତରେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ

ପାପଡାହାଣ୍ଡି (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ଗସ୍ତ କରିଛନ୍ତି ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ । ଶ୍ରୀ ଦେବ ପାପଡାହାଣ୍ଡି ଗସ୍ତରେ ପୂର୍ବତନ ସରପଞ୍ଚ ବି. ଜଗନ ମୋହନ ରାଓଙ୍କ ଘରେ ଗସ୍ତ କରିଥିଲେ । ପୂର୍ବତନ ସରପଞ୍ଚଙ୍କୁ ସାକ୍ଷାତ କରି ଦୀର୍ଘ ୩୦ ମିନିଟ ପର୍ଯ୍ୟନ୍ତ ଆଲୋଚନା କରିଥିଲ । ବିଜେପିରେ ଯୋଗ ଦେବା ପାଇଁ ଶ୍ରୀ ରାଓଙ୍କୁ ବୁଝେଇଥିଲେ । ଏହି ଅଂଚଳର ବିକାଶ ପାଇଁ ସେ ବିଜେପି ଯୋଗ ଦେବା ପାଇଁ ଅନୁରୋଧ କରିଥିଲେ । ଏହି ଅଞ୍ଚଳରେ ନିର୍ବାଚନୀ ମାହୋଲ ବୁଝିଥିଲେ ।

ଶ୍ରୀ ରାଓ ବିଜୁ ପଟ୍ଟନାୟକ ଅମଳରୁ ଜନତା ଦଳ ଓ ପରେ ବିଜୁ ଜନତା ଦଳ ସହ ଜଡିତ ରହିଛନ୍ତି । କିନ୍ତୁ ବିଜେଡି ଦଳରେ କଣଠେସା ହେବା ଯୋଗୁଁ ବର୍ତ୍ତମାନ ବିଧାନସଭା ରାଜନୀତିରେ ସକ୍ରିୟ ନାହାନ୍ତି । ଶ୍ରୀ ରାଓ କହିଛନ୍ତି ଆଜିର ଏହି ସାକ୍ଷାତକୁ ନେଇ ଆଲୋଚନା ପରେ ନିଷ୍ପତି କରିବି ବୋଲି କହିଛନ୍ତି । ଏହି ଅବସରରେ ଜିଲ୍ଲା ବିଜେପି ଯୁବ ମୋର୍ଚା ସଭାପତି ଶୁଭ୍ରଜିତ ପାଣିଗ୍ରାହୀ ଡାବୁଗାଁ ବିଧାନସଭା ପ୍ରଭାରୀ ଅଚ୍ୟୁତ ନନ୍ଦ ବିଷୋୟୀ ବିଜେପି ବରିଷ୍ଠ ନେତା ହରି ମୋହନ ଶର୍ମା, ଲିଙ୍ଗରାଜ ଭତରା, ଦୀନବନ୍ଧୁ ବିଷୋୟୀ, ସୁନ୍ଦରଲାଲ ବିଷୋୟୀ ପ୍ରମୁଖ ଉପସ୍ଥିତି ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ