Masthead

ପ୍ରଜାକୋର୍ଟରେ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରଜାକୋର୍ଟରେ ମରଣାନ୍ତକ ଆକ୍ରମଣ । ଲକ୍ଷେ ଟଙ୍କା ଜରିମାନା । ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ପୁଟିବନ୍ଧ ଗ୍ରାମର ଘାସିରାମ ସିଂଙ୍କ ପରିବାରକୁ ପ୍ରଜାକୋର୍ଟରେ ମରଣାନ୍ତକ ଆକ୍ରମଣ । ହୁଡିସାହି ଗାଁ ମଝିରେ ପ୍ରଜାକୋର୍ଟ କରି ଉଭୟ ପୁଟୀବନ୍ଧ ଓ ହୁଡିସାହି ଗ୍ରାମର ଲୋକଙ୍କ ମିଳିତ ଭାବେ କରିଥିଲେ ମରଣାନ୍ତକ ଆକ୍ରମଣ ।

ଖାଲି ଆକ୍ରମଣ ନୁହେଁ, ଘାସିରାମଙ୍କ ପରିବାରକୁ ଲକ୍ଷେ ଟଙ୍କାର ଜରିମାନା କରିଛନ୍ତି ଦୁଇ ଗ୍ରାମର ଲୋକେ। ଘାସିରାମଙ୍କୁ ଡାହାଣୀ ଗୁଣିଗାରେଡି ସନ୍ଦେହରେ ସକାଳୁ ହୁଡିସାହିରେ ଏକ ପ୍ରଜାକୋର୍ଟ କରୁଥୁବା କହି ଗାଁର ୱାର୍ଡମେମ୍ବର ଘାସିରାମ ସମେତ ପରିବାରର ଅନ୍ୟମାନଙ୍କୁ ଡାକିନେଇଥିଲେ । ଘାସିରାମ ଓ ତାଙ୍କ ପରିବାର ସଦସ ହଠାତ ଆକ୍ରମଣ କରିବା ସହ ଲକ୍ଷେ ଟଙ୍କା ଜରିମାନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ