Masthead

Help ‘ବଡ଼ ଖବର’ ଅଭିଯାନ

(ବଡ଼ ଖବର ବ୍ୟୁରୋ): ଘଡ଼ିଷନ୍ଧିର ସମୟ । ସବୁଠି ହାହାକାର । ସମୟ ଏମିତି ଥିଲା ଯେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରିବା ଛଡ଼ା ଆଉ କିଛି ନଥିଲା । ବଞ୍ଚିବା ପାଇଁ ବିଶ୍ୱର ପ୍ରତ୍ୟେକ ମଣିଷ କରୁଥିଲେ ଆର୍ତ୍ତନାଦ । କାହିଁକି ନା ଏହା ଥିଲା କରୋନା ସମୟ । ମହାମାରୀର ସମୟ । ଲୋକେ ମରୁଥିଲେ । ଶ୍ମଶାନରେ ଜୁଇ ଲିଭୁନଥିଲା । ପରିବାରର କୋଳ ଖାଲି କରିିଦେଉଥିଲା ମାରାତ୍ମକ ଭୂତାଣୁ । ସବୁଠି କାନ୍ଦବୋବାଳି । କିଏ କାହା ପୁଅକୁ ହରାଉଥିଲା ତ ଆଉ କିଏ କାହା ସ୍ୱାମୀ, ପିଲା ଛୁଆଙ୍କୁ । ଆଉ କିଏ ନିଜ ପରିଜନକୁ ହରାଇ ସର୍ବସ୍ୱାନ୍ତ ହେଉଥିଲା । ସବୁଠି ହାହାକାର । ଆଉ ଏହି ଘଡ଼ିଷନ୍ଧି ସମୟରେ ଜନ୍ମ ହୋଇଥିଲା “ବଡ଼ ଖବର’ । ଲୋକଙ୍କ ଚ୍ୟାନେଲ । ଚ୍ୟାନେଲ ତ ତିଆରି ହେଲା । ହେଲେ ଏହା ଚାଲିବ କେମିତି? ଚଳାଇବା ପାଇଁ ଆରମ୍ଭ ହେଲା ହେଲପ୍ ବଡ଼ ଖବର ଅଭିଯାନ ।
“ବଡ଼ ଖବର’କୁ ଚଳାଇବାର ଦାୟିତ୍ୱ ଆପଣମାନଙ୍କର । ସାଢେ ଚାରିକୋଟି ଜନତାଙ୍କର । ଲୋକଙ୍କ ଚ୍ୟାନେଲକୁ ସାହାଯ୍ୟ କରନ୍ତୁ । ଗଣତନ୍ତ୍ରକୁ ସୁଦୃଢ କରନ୍ତୁ । ସହାୟତା ପାଇଁ ଆରମ୍ଭ ହୋଇଛି ‘ହେଲପ୍ ବଡ଼ ଖବର ଅଭିଯାନ’ । ଏହି ଅଭିଯାନରେ ସାମିଲ ହୁଅନ୍ତୁ, ସହାୟତା କରନ୍ତୁ । ଏକ ନିରପେକ୍ଷ ଗଣମାଧ୍ୟମକୁ ବଞ୍ଚାନ୍ତୁ । ଆମ ନମ୍ବର ହେଉଛି ୬୩୭୦୭୦୧୨୦୧କୁ ଫୋନ ପେ’, ଗୁଗଲ ପେ, ପେଟିଏମ୍, ଆମାଜନ ପେ ଜରିଆରେ ମଧ୍ୟ ସହାୟତା କରିପାରିବେ । ଖୁବ କମ୍ ଦିନର ଗଣମାଧ୍ୟମ “ବଡ଼ ଖବର’ । ଲୋକଙ୍କ ଚ୍ୟାନେଲ । ହେଲେ କମ୍ ଦିନ ମଧ୍ୟରେ ଆପଣ ଦେଇଛନ୍ତି ଢେର ସାରା ଭଲ ପାଇବା। ଆଶା କରୁଛୁ, ଏଭଳି ଭଲ ପାଇବା ଆଗକୁ ମଧ୍ୟ ଜାରି ରଖିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ