Masthead

ପୁଅର ସ୍ମୃତିରେ କରୁଛନ୍ତି ସାହାଯ୍ୟ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): କରୋନା ପରି ବିପଦ ପରିସ୍ଥିତିରେ ଅନେକ ଲୋକ ଏପରି ଅଛନ୍ତି ଯିଏ ଏହି ପରିସ୍ଥିତିର ଫାଇଦା ଉଠେଇବାକୁ ପଛାନ୍ତି ନାହିଁ । କିନ୍ତୁ ଏହାରି ଭିତରେ ଏମିତି ଲୋକ ବି ଅଛନ୍ତି  ଯେଉଁମାନଙ୍କ କାର୍ଯ୍ୟ ମନ ଛୁଇଁଯାଇଛି । ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ କରୋନା ବିରୁଦ୍ଧରେ ଲଢିବାକୁ ସମ୍ନାକୁ ଆସୁଛନ୍ତି । ସରକାର ଏବଂ ପ୍ରଶାସନଙ୍କ ଠାରୁ ମଧ୍ୟ ଅଧିକ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଏହିପରି ଏକ କାହାଣୀ ଦେଖିବାକୁ ମିଳିଛି ଗୁଜୁରାଟର ଅହମଦାବାଦରେ ।

ଯିଏ ପୂର୍ବ ବର୍ଷ କରୋନାରେ ନିଜ ପୁଅକୁ ହରେଇ ସାରିଥିବା ରସିକ ମେହତା ଏବଂ ତାଙ୍କ ସ୍ତ୍ରୀଙ୍କ କାହାଣୀ । ଯିଏ ଏହି ବିପଦ ସମୟରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଏବେ ଯେତେବେଳେ ତାଙ୍କ ପୁଅ ହିଁ ନାହିଁ ତେଣୁ ସେ ତାଙ୍କ ପୁଅଙ୍କ ପାଇଁ ରଖିଥିବା ୧୫ଲକ୍ଷ ଟଙ୍କାର ଏଫଡି ରାଶି ଲୋକଙ୍କ ସାହାଯ୍ୟରେ ବିନିଯୋଗ କରୁଛନ୍ତି । ଏହି ଟଙ୍କାରେ ସେ ୨୦୦ ଆଇସୋଲେଟ ରୋଗୀଙ୍କୁ ଚିକିତ୍ସା କରେଇ ସାରିଲେଣି ଏବଂ ୩୫୦ ଜଣ ଲୋକଙ୍କୁ ନିଜ ଖର୍ଚ୍ଚରୁ କୋଭିଡ ଟିକା ଯୋଗେଇ ସାରିଲେଣି । ତାଙ୍କର ଏପରି ନିହାତି ଭାବରେ ପ୍ରଂଶସା ଯୋଗ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ