Masthead

ଅପରେସନ ସିନ୍ଦୂରରେ ପାକିସ୍ତାନର କେତେ କ୍ଷତି…

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପହଲଗାମ ଆତଙ୍କୀ ଆକ୍ରମଣର ବଦଲା । ପାକିସ୍ତାନ ଉପରେ ଭାରତର ଜବରଦସ୍ତ ପ୍ରଭାର । ଶହେରୁ ଅଧିକ ଆତଙ୍କବାଦୀ ସଫା । ୪୦ରୁ ଅଧିକ ସୈନ୍ୟଙ୍କ ମୃତୁ୍ୟ । ଭାରତର ଘନଘନ ଆକ୍ରମଣରେ ପାକିସ୍ତାନର ତ୍ରାହିତ୍ରାହି । ଶେଷରେ ବିଶ୍ୱ ଆଗରେ ହାତ ପତାଇଛି କାଙ୍ଗାଳ ଦେଶ । ଉଭୟ ଦେଶର ଯୁଦ୍ଧରେ ପାକିସ୍ତାନର ବଡ଼ ଧରଣର କ୍ଷତି ହୋଇଛି । ପ୍ରଥମେ ଭାରତର ମାତ୍ର ତିନି ଦିନର ଆକ୍ରମଣକୁ ତ ସହିପାରିଲା ନାହିଁ ହେଲେ ଏହି ତିନି ଦିନରେ ୩୩ ଜହାର ୪ଶହ କୋଟିର କ୍ଷତି ହୋଇଛି । ଆଇଏମଏମ ଠାରୁ ଯେଉଁ ଋଣ ପାଇଛି ତାହା କମ୍ ପଡ଼ିଯିବ ।

ଏହାରି ଭିତରେ ପାକିସ୍ତାନ ଭଲ ସ୍ଥିତିକୁ ଆସିବାକୁ ହେଲେ ପୁଣି ହାତ ପାତିବାକୁ ପଡ଼ିବ । ଭାରତର ଜବରଦସ୍ତ ଆକ୍ରମଣରେ ପାକ୍ ୪ ବିଲିୟନ ଡଲାର କ୍ଷତି ସହିଛି । ମିଲିଟାରୀ ଅପରେସନରେ ପାକିସ୍ତାନ ଦିନକୁ ୨୫ ନିୟୁତ ଡଲାର ଖର୍ଚ୍ଚ କରିଛି । ଏୟାରସ୍ପେଶ ବନ୍ଦ ଯୋଗୁଁ ୨୦ ନିୟୁତ ଡଲାର କ୍ଷତି । ଯେଉଁ କାରଣ ପାଇଁ ଆତଙ୍କୀ ଦେଶ ପାକିସ୍ତାନର ମୁଦ୍ରା ଭଣ୍ଡାର ଦୁର୍ବଳ । ଭାରତର ଅପରେସନ ସିନ୍ଦୂର ପାକିସ୍ତାନର ଅର୍ଥନୀତିକୁ ଭାଙ୍ଗି ଦେଇଛି । ଆଗକୁ ଆମେରିକା ସହ କାନାଡ଼ା, ବ୍ରିଟେନ୍, ୟୁରୋପ ଆଗରେ ପୁଣି ହାତ ପତାଇବ ଏଥିରେ ଦ୍ୱିମତ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା