Masthead

‘ମାନହାନି ମାମଲାରେ ଅପରାଧିକ ଦଣ୍ଡ ପାଇବାରେ ମୁଁ ପ୍ରଥମ ବ୍ୟକ୍ତି’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆମେରିକା ଗସ୍ତରେ ଅଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଷ୍ଟାନଫୋର୍ଡ ୟୁନିଭର୍ସିର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ମନର କ୍ଷୋଭକୁ ପ୍ରକାଶ କରିଛନ୍ତି ରାହୁଲ । ସେ କହିଛନ୍ତି ‘୨୦୧୯ରେ ମୋଦିଙ୍କ ସରନେମକୁ ନେଇ ମନ୍ତବ୍ୟ ଦେଇଥିଲି । ମାନହାନି ମାମଲାରେ ବୋଧହୁଏ ମୁଁ ହେଉଛନ୍ତି ଅପରାଧିକ ଦଣ୍ଡାଦେଶ ପାଇଥିବା ବ୍ୟକ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ସେ ଯାହାହେଉ, ସାଂସଦ ପଦରୁ ଅଯୋଗ୍ୟ ଘୋଷିତ କରାଯିବାରୁ ମୁଁ ଲୋକମାନଙ୍କ ସହିତ ମିଶି କାମ କରିବାର ସୁଯୋଗ ପାଇଲି।

ମୋଦି ସାଙ୍ଗିଆ ଉପରେ ରାହୁଲ୍‌ ଦେଇଥିବା ଟିପ୍ପଣୀଜନିତ ୨୦୧୯ ମାମନହାନି ମାମଲାରେ ସୁରତ ଜିଲ୍ଲା ଅଦାଲତ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ଦେବା ପରେ ତାଙ୍କୁ ଲୋକସଭା ସାଂସଦ ପଦରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଯେତେବେଳେ ମୁଁ ଅନୁଭବ କଲି ଯେ ଆମକୁ କେହି ସମର୍ଥନ କରୁନାହାଁନ୍ତି ମୁଁ ରାଜାସ୍ତାକୁ ବାହାରି ଭାରତ ଯୋଡୋ ଯାତ୍ରା ଆରମ୍ଭ କଲି । ଏହି ସମୟରେ ଯେବେ କାଶ୍ମୀରରେ ଯାତ୍ରା ଆରମ୍ଭ କରିବାକୁ ବାହାରିଲି ମୋତେ ସେଠିକାର ପୁଲିସ ପ୍ରଶାସନ ବାରଣ କରିବା ସହ ଜୀବନ ଉପରେ ବିପଦ ଥିବା କହିଥିଲେ । ହେଲେ ମୁଁ ଖାତିର କରିନଥିଲି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ