Masthead

ଗୀତ ଗାଇ ଟ୍ରୋଲ ହେଲେ ଶଶି ଥରୁର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ସବୁବେଳେ ଚର୍ଚ୍ଚାରେ ଥାନ୍ତି କଂଗ୍ରେସର ନେତା ତଥା ସାସଂଦ ଶଶି ଥରୁର । ସେ ସୋସିଆଲ ମିଡିଆ ହେଉ ବା ଅନ୍ୟ କୌଣସି କାରଣ ସବୁଥିରେ ବେଶ ଚର୍ଚ୍ଚାରେ ରହିଥାନ୍ତି ସେ । ହେଲେ ଏବେ ତାଙ୍କୁ ପୁଣିଥରେ ଟ୍ରୋଲର ଶିକାର ହେବାକୁ ପଡିଛି । ତେବେ ତାଙ୍କୁ କୌଣସି ରାଜନୈତିକ ଦଳ ବା ନେତା ଟ୍ରୋଲ କରିନାହାଁନ୍ତି । ବରଂ ଏଥର ଟ୍ରୋଲ କରିଛନ୍ତି ବଲିଉଡର ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଜାଭେଦ ଅଖତରା ।

ନିକଟରେ ଶଶି ଥରୁର ନିଜ ସୋସିଆଲ ଆକାଉଣ୍ଟରେ ନିଜର ଏକ ଭିଡିଓ ସେୟାର କରିଥିଲେ । ଯେଉଁ ଭିଡିଓରେ ସେ ଏକ ଗାତ ଗାଉଥିବାର ଦେଖିବାକୁ ମିଳିଥିଲା । ତେବେ ସେହି ଗୀତରେ ସେ ହୀନ୍ଦି ଉଚ୍ଚାରଣ ଭୁଲ କରିଥିଲେ । ଯେଉଁଥିପାଇଁ ଗୀତିକାର ଜାଭେଦ ଅଖତର ତାଙ୍କୁ ଟ୍ରୋଲ କରିଛନ୍ତି । ଭିଡୀଓରେ ସେ ହିନ୍ଦୀ ଫିଲ୍ମର ଗୀତ ‘ଏକ ଅଜନବୀ ହସିନା ସେ ୟୁ ମିଲାକାତ’ ଗୀତ ଗାଉଛନ୍ତି । ତେବେ ଏହି ଗୀତକୁ ରିଟ୍ୱିଟ୍ କରି ଜାଭେଦ ଅକତର ଲେଖିଛନ୍ତି , ବାଃ ! ଆମ ପାଖରେ ବି ହିନ୍ଦୀରେ ଠିକ୍ ଏମିତି ଏକ ଗୀତ ଅଛି । ତେବେ ଗୀତରେ ଶଶି ଥରୁର ଠିକ ଉଚ୍ଚାରଣ କରୁନଥିବାରୁ ଜାଭେଦ ଅଖତରା ଏଭଳି ପ୍ରତିକ୍ରିୟା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ