Masthead

ଭିତ୍ତିପ୍ରସ୍ତର ଉଦଘାଟନ କରିବାକୁ ଆସି ପୁଣି ବିଧାୟକ ହେଲେ ହଟହଟା

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ବିଧାୟକ ହେଲେ ହଟହଟା । ବିଜେଡି କର୍ମୀଙ୍କ ପରିବାରବାଦ ଓ ଗୋଷ୍ଠୀ କନ୍ଦଳକୁ ନେଇ ଭିତ୍ତିପ୍ରସ୍ତର ସ୍ଥାପନ ନକରି ଫେରିଗଲେ ବିଧାୟକ । ବିଜେଡି କଳି ପଦାରେ ପଡ଼ି ହାଟରେ ଗଡ଼ିଲାଣି । ସୂଚନା ଅନୂଯାୟୀ ଭୋଗରାଇ ବ୍ଲକ ଆରୁହାବୃତି -୧ ପଂଚାୟତ ହୁଡ଼ାପାଳ ଠାରେ ୨କୋଟି ୧୪ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବାକୁ ଆସି ଫେରିଗଲେ ବିଧାୟକ ଅନନ୍ତ ଦାସ ।

ବିଜେଡି କର୍ମୀଙ୍କ ମଧ୍ୟରେ ହୋହାଲ୍ଲା, ପାଟିତୁଣ୍ଡ ଓ ପ୍ରବଳ ଗଣ୍ଡଗୋଳ ପାଇଁ ପ୍ରକଳ୍ପ ଉଦଘାଟନ ନକରି ଫେରିଲେ ବିଧାୟକ । ନଡ଼ିଆ ଫଟାଇ ପ୍ରକଳ୍ପର ଶୁଭ ଉଦଘାଟନ କଲେ ସ୍ଥାନୀୟ ଲୋକେ । ବିଜେଡି ଗୋଷ୍ଠୀ କନ୍ଦଳ ପାଇଁ ଉଦଘାଟନ କରି ନ ପାରି ବିଧାୟକ ଫେରିଥିବା ସୂଚନାକର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା