Masthead

ବ୍ରାଉନସୁଗାର ମାଷ୍ଟର ମାଇଣ୍ଡ ଗିରଫ

କାକଟପୁର(ବଡ ଖବର ବ୍ୟୁରୋ):କାକଟପୁର ପୋଲିସଙ୍କ ଦ୍ୱାରା ୨୯୮ଗ୍ରାମର ବ୍ରାଉନ ସୁଗାର ଜବତ ।ଏହି ଘଟଣାରେ ପୋଲିସ୍ ଗତକାଲି ସୋମନାଥପୁର ପେଟ୍ରୋଲ ପମ୍ପ ନିକଟରୁ ୬ଜଣକୁ ଗିରଫ କରିଛି । ସେମାନଙ୍କଠାରୁ ପୋଲିସ ଜବତ କରିଛି ୩ଟି ବାଇକ ଓ ୩ଟି ମୋବାଇଲ । ଅଭିଯୁକ୍ତମାନଙ୍କ ଘର ବାଲେଶ୍ୱର ଓ ପୁରୀ ଜିଲ୍ଲାରେ ।ଏହି ୬ଜଣ ହେଲେ ମୁନା ,ରୋଶନ ,ପିଣ୍ଟୁ ,କାଳୁ ,ମଙ୍ଗୁ ଓ ଦେବ । ଗତକାଲି ବ୍ରାଉନ ସୁଗାର ମାଷ୍ଟର ମାଇଣ୍ଡ ମଙ୍ଗୁ ମହାନ୍ତିଙ୍କୁ ଧରିଛି କାକଟପୁର ପୋଲିସ । ତାଙ୍କ ଠାରୁ ଏକ ବୁଲେଟ ଓ ଏକ ଫୋନ ଜବତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା