Masthead

ମହିଳାଙ୍କ ପାଇଁ ଅନଶନରେ କେସିଆରଙ୍କ ଝିଅ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦରେ ମହିଳାମାନଙ୍କ ସଂରକ୍ଷଣ ଚିଠା ଉପସ୍ଥାପନ ଦାବି କରି ଅନଶନ ଧର୍ମଘଟ ଆରମ୍ଭ କରିଛନ୍ତି ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍‌’ଙ୍କ ଝିଅ କେ. କବିତା । ଆଜି ନୂଆଦିଲ୍ଲୀରେ ‘ଅନଶନ ଧର୍ମଘଟ ଆରମ୍ଭ କରିଛନ୍ତି। କେ. କବିତାଙ୍କ ‘ଏନ୍‌ଜିଓ’ ‘ଭାରତ ଜାଗୃତି’ଦ୍ବାରା ଆୟୋଜିତ ଏହି ଅନଶନ ଧର୍ମଘଟ ପ୍ରତିବାଦକୁ ଉଦ୍‌ଘାଟନ କରିଛନ୍ତି ‘ସିପିଆଇ-ଏମ୍‌’ ନେତା ସୀତାରାମ ୟେଚୁରୀ।

ଦିଲ୍ଲୀର ଜନ୍ତର ମନ୍ତରରେ ଆରମ୍ଭ ହୋଇଥିବା ଏହି ଦିନିକିଆ ପ୍ରତିବାଦରେ ‘ତୃଣମୂଳ କଂଗ୍ରେସ’, ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’, ‘ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌’, ‘ଜନତା ଦଳ (ୟୁନାଇଟେଡ୍‌)’, ‘ରାଷ୍ଟ୍ରୀୟ ଜନତା ଦଳ’ ଏବଂ ‘ସମାଜବାଦୀ ପାର୍ଟି’ ଆଦି ୧୨ରୁ ଅଧିକ ରାଜନୈତିକ ଦଳ ଯୋଗ ଦେବେ ବୋଲି ସୁନିଶ୍ଚିତ କରିଥିଲେ। ଦିଲ୍ଲୀ ମଦ ନୀତି ଦୁର୍ନୀତି ସହିତ ସମ୍ପୃକ୍ତି ଥିବା ଅଭି‌ଯୋଗରେ ତାଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଜେରା କରିବାର ଦିନକ ପୂର୍ବରୁ ସେ ଆଜି ଏହି ଅନଶନ ଧର୍ମଘଟରେ ବସିଛନ୍ତି।ଏହି ପ୍ରତିବାଦରେ ୫୦୦ରୁ ୬୦୦ ସଦସ୍ୟ ଅନଶନରେ ବସିବେ। ଏହାଛଡ଼ା, ଏଥିରେ ଯୋଗ ଦେବା ପାଇଁ ୬୦୦୦ ଲୋକ ଏବଂ ୧୮ଟି ରାଜନୈତିକ ଦଳଙ୍କୁ ଆମନ୍ତ୍ରଣ କରାଯାଇଛି ବୋଲି ଗୁରୁବାର ଦିନ ସେ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ