Masthead

ମେଡିକାଲ ପରୀକ୍ଷାରେ ପୁଷ୍ପାଞ୍ଜଳିଙ୍କ କୃତିତ୍ୱ

ହାଟଡ଼ିହି, (ବଡ଼ ଖବର ବ୍ୟୁରୋ): କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ହାଟଡ଼ିହି ପଞ୍ଚାୟତ ଗୋପ ଗାଁ ର ଝିଅ ପୁଷ୍ପାଞ୍ଜଳି । ବୟସ ତାର ୨୦ । ଚଳିତ ମେଡିକାଲ ପ୍ରବେଶିକା ପରୀକ୍ଷାରେ ଆଣିଛନ୍ତି କୃତିତ୍ତ୍ୱ । ଶେଷଦେଵ ପରିଡାଙ୍କ ଝିଅ ପୁଷ୍ପାଞ୍ଜଳି ପରିଡ଼ା ଚଳିତ ବର୍ଷର ମେଡିକାଲ ପ୍ରବେସିକା ପରୀକ୍ଷା ୭୨୦ ରୁ ୬୪୦ ମାର୍କ ରଖି ହାଟଡ଼ିହି ଅଞ୍ଚଳ ପୁଅଙ୍କୁ ପଛରେ ପକାଇଛନ୍ତି। ସେ ଆଗକୁ ଜଣେ ଭଲ ଡାକ୍ତର ହୋଇ ଗାଁ ଗହଳି ସାଧାରଣ ଜନସଧାରଣଙ୍କର ସେବା କରିବା ସହ କିପରି ଜଣେ ଭଲ ଡାକ୍ତର ହେବେ ମନସ୍ତ କରିଛନ୍ତି। ତାଙ୍କର ଏହି କୃତୀ ପାଇଁ ସେ ପ୍ରତ୍ୟେହ ନଅ ରୁ ଦଶ ଘଣ୍ଟା ପରିଶ୍ରମ କରିଥାନ୍ତି। ସେ ଏହି କୃତିର ଶ୍ରେୟ ପିତା ମାତାଙ୍କ ସହ ଗୁରୁଜୀ ଓ ଗୁରୁଜନମାନଙ୍କୁ ଦେଇଛନ୍ତି।  ତାଙ୍କର ଏହି ସଫଳତା ପାଇଁ ତାଙ୍କ ବାପା, ମା’ ଏବଂ ଶିକ୍ଷକମାନେ ଅତ୍ୟନ୍ତ ଖୁସିଥିବା ଦେଖିବାକୁ ମିଳିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ