Masthead

ଚାଇନିଜ ମାଞ୍ଜାକୁୁ ନା

କଟକ(ବଡ଼ ଖବର ବ୍ୟୁରୋ): ହିନ୍ଦୁ ସଂସ୍କୃତିରେ ମକର ସଂକ୍ରାନ୍ତି ହେଉଛି ଏକ ଅନନ୍ୟ ପର୍ବ । ଏହି ପର୍ବକୁ ପ୍ରତ୍ୟେକ ଉତ୍ସାହର ସହ ପାଳନ କରନ୍ତି । ମକର ଚାଉଳର ସ୍ୱାଦ ସହ ଗୁଡ଼ି ଉଡାଇବାର ମଜ୍ଜା ନିଅନ୍ତି । କିନ୍ତୁ ଏଥର ଗୁଡ଼ି ଉଡାଇବାକୁ ନେଇ କଟକ ମ୍ୟୁନିସପାଲ କର୍ପୋରେସନ(ସିଏମସି) ପକ୍ଷରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି । ଗୁଡି ଉଡାଇବାରେ ବ୍ୟବହୃତ ହେଉଥିବା ଚାଇନିଜ ମାଞ୍ଜା ଉପରେ କଟକଣା ଲଗାଇଛି ସିଏମସି । ଏଥିସହିତ କାଚ ବ୍ୟବହୃତ ସମସ୍ତ ପ୍ରକାର ସୂତା ଉପରେ ମଧ୍ୟ ରୋକ ଲଗାଯାଇଛି । ଲୋକଙ୍କ ସୁରକ୍ଷା ପାଇଁ ସିଏମସି ତରଫରୁ ଏହି ନିୟମ ଜାରି କରାଯାଇଛି । ଏହାର ତଦାରଖ ପାଇଁ ୩ଟି ଟିମ ଗଠନ କରିଛି ସିଏମସି ।

ପ୍ରଥମ ଟିମର ଟିମ ଲିଡର ଭାବେ ପଞ୍ଚାନନ ପାଲ୍ ରହିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ଟିମରେ ରଞ୍ଜିତ କୁମାର ସାହୁ ଏବଂ ବଂଶୀଧର ସାହୁ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ