Masthead

ଦଳିତ ବିପନ୍ନଙ୍କୁ ମିଳୁନି ସରକାରୀ ସହାୟତା

ନିମାପଡ଼ା (ବଡ଼ ଖବର ବ୍ୟୁରୋ): ପ୍ରତିଶୃତିରେ ବିତିଲା ୨୦ ମାସ । ଘର ମିଳିବା ତ ଦୂରର କଥା ବାତ୍ୟା ପରେ ଯୋଗାଇ ଦିଅ।ଯାଇଥିବା ସହୟତା ରାଶିରୁ ଟଙ୍କାଟିଏ ମଧ୍ୟ ପାଇଲେ ନାହିଁ ବାତ୍ୟା ବିପନ୍ନ । ଶେଷରେ ଭାଗ୍ୟ ଓ ଭଗବାନଙ୍କ ଭରଷାରେ ପଲିଥିନ ତଳେ ଦିନ କାଟୁଛନ୍ତି ନିମାପଡ଼ା ଭୋଦର ପଞ୍ଚାୟତ ଗୋପାଳପୁର ଦଳିତ ସାହିର ଅ।ଠରୁ ଉର୍ଦ୍ଧ ପରିବାର । ଗରିବ ଓ ଅସହାୟଙ୍କ ଲାଗି ସରକାର ବିଭିନ୍ନ ଆବାସ ଯୋଜନା ଘୋଷଣା କରିଥିବା ବେଳେ ଏମାନେ କିନ୍ତୁ ସମସ୍ତ ମୌଳିକ ସମସ୍ୟାରୁ ବଞ୍ଚିତ ଅଛନ୍ତି । ରାଜନେତାଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକ।।ରୀ ବିପନ୍ନ ପରିବାରଙ୍କୁ ଭେଟି କେବଳ ପ୍ରତିଶ୍ରୃତି ଦେଉଛନ୍ତି । କିନ୍ତୁ କେହି ବି ଏମାନଙ୍କ ଦୁଃଖ ଶୁଣୁନଥିବା ଅଭିଯୋଗ କରିଛନ୍ତି ଏହି ଦଳିତ ପରିବାର । ହାଡ଼ଭଙ୍ଗା ଶୀତରେ ଏମାନେ ଭଙ୍ଗା ଦଦରା ଘରେ ଅତି ଦୟନୀୟ ଭାବେ ଦିନ କାଟୁଛନ୍ତି । ସବୁବେଳେ ରହୁଛି ସାପ କଣ୍ଟିଆର ଭୟ । ତେବେ ସରକାରୀ ସହାୟତାକୁ ଏମାନେ ଚାତକ ଭଳି ଚାହିଁ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା