Masthead

ବିଧାନସଭାରେ ପୁରୁଣାଙ୍କୁ ପ୍ରାଧାନ୍ୟ ସଂସଦ ପାଇଁ ନୂଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ବିଜେଡିକୁ ଘାରିଛି ବିଦ୍ରୋହ ନିଆଁ । ଷଷ୍ଠ ଥର ସରକାର ଗଢିବା ପାଇ ଚାଲିଛି ଗୋଟିଚାଳନା । ଭୟରେ ଦଳ କାଟିଲାନି ବିଧାୟକଙ୍କ ଟିକେଟ । ୧୧୭ ଆସନରେ ପ୍ରାଥୀ ଦେଇ ସାରିଲେ ବି ୩୦ ଆସନକୁ ନେଇ ଟେନସନ ରେ ସୁପି୍ରମ । ପରିବାରକୁ ମିଳିଥିବା ନେତାଙ୍କୁ ବାଦ ଦେବା ପରେ ମଧ୍ୟ ଏହାରି ଭିତରେ ୬ରୁ ଅଧିକତ୍ତବତ୍ତମାନର ବିଧାୟକଙ୍କ ଟିକେଟ କାଟିଛି ବିଜେଡି ବାଦ ପଡିଛନ୍ତି ୫ ସାସଂଦ ।

ସାସଂଦଙ୍କୁ ନେଇ କାହିଁକି ଦଳକୁ ନାହିଁ ଟେନସନ , ବିଧାୟକଙ୍କୁ ନେଇ ଦଳ ଲଗାଇଦେଇଛି ଦମ । ମେଣ୍ଟ ଭାଙ୍ଗିବା ପରେ ଏବେ ଆଉ ଦଳ ଡେଞ୍ଜର ଜୋନକୁ ଯିବାକୁ ଚାହୁ୍ଁନି । ୨୦୧୯ର ରେର୍କଡ ଭାଙ୍ଗିବା ଲକ୍ଷ୍ୟ ନେଇ ଆଗେଇ ଚାଲିଛନ୍ତି ନବୀନ । ମାପିଚୁପି ପ୍ରାର୍ଥୀ ଦେଉଛି ବିଜେଡି । ମୋଦିଙ୍କୁ ଭଲ ଭାବରେ ଜାଣନ୍ତି ନବୀନ, କିଛି ବି କାରିପାରନ୍ତି ମୋଦ । ତେଣୁ ନୋ ରିକ୍ସ, ନୋ ଟେନସନ ଫର୍ମୁଲାରେ ଆଗେଇଛି ବିଜେଡ । ଯିଏ କରୁଛି ବିଦ୍ରୋହ ତାକୁ ହେଉଛି ତିସ୍କାର । ଫଳାଫଳ ହିଁ କହିବ ବିଜେଡି ଫର୍ମୁଲା କେତେ କରୁଛି କାମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ