Masthead

ସଂସଦୀୟ କମିଟି ଆଗରେ ହାଜର ହେବେ ସାମାଜିକ ଗଣମାଧ୍ୟମର ଅଧିକାରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ଅପରାହ୍ନ ୪ଟାରେ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି ଅଡଫ ଇନଫରମେସନ ଆଣ୍ଡ ଟେକନୋଲୋଜି ସମ୍ମୁଖରେ ହାଜର ହେବେ । ସାମାଜିକ ଗଣମାଧ୍ୟମର ଅପବ୍ୟବହାର କିଭଳି ପ୍ରତିରୋଧ କରାଯିବ ସେ ନେଇ ମତ ଉପସ୍ଥାପନା କରିବେ ଟ୍ୱିଟର ଅଧିକାରୀ । କଂଗ୍ରେସ ନେତା ଶଶି ଥରୁରଙ୍କ ନେତୃତ୍ୱରେ ସଂସଦୀୟ କମିଟି ଟ୍ୱିଟରର ଉପର ଅଧିକାରୀ ମାନଙ୍କୁ ଡକାଇଛନ୍ତି । ତେବେ କେବଳ ଟ୍ୱିଟର ନୁହେଁ ଫେସବୁକ ସମେତ ଅନ୍ୟ କେତେକ ସାମାଜିକ ଗଣମାଧ୍ୟମକୁ ମଧ୍ୟ ଡକାଇଛନ୍ତି ଏହି କମିଟି । ସାମାଜିକ ଗରମାଧ୍ୟମର ଅପବ୍ୟବହାର ରୋକିବା ସହ ନାଗରିକଙ୍କ ଅଧିକାରର ସୁରକ୍ଷା ରଖିବା ବିଷୟରେ ଏଥିରେ ଆଲୋଚନା ହେବ ।

ଜୁନ୍ ୧୮ ‘ଷ୍ଟାଣ୍ଡିଙ୍ଗ୍‌ କମିଟି’ ନୋଟିସ୍‌ ଅନୁସାରେ, ‘ଟୁଇଟର୍‌’ର ପ୍ରତିନିଧିମାନଙ୍କ ମତାମତ ଶୁଣାଣି ଏବଂ ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ମହିଳାମାନଙ୍କ ସୁରକ୍ଷା ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେବା ସହ ନାଗରିକମାନଙ୍କ ଅଧିକାର ସୁରକ୍ଷା ଓ ସାମାଜିକ ଗଣମାଧ୍ୟମ/ଅନ୍‌ଲାଇନ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକର ଅପବ୍ୟବହାର ପ୍ରତିରୋଧ କରିବା ବିଷୟରେ ‘ଇଲେକ୍ଟ୍ରୋନିକ୍‌ ଟେକ୍ନୋଲୋଜି’ର ପ୍ରତିନିଧିମାନେ ଉପସ୍ଥାପନ କରିବାକୁ ଥିବା ପ୍ରମାଣମାନ ପ୍ରସଙ୍ଗ ଆଜିର ଆଜେଣ୍ଡାରେ ରହିଛି। ତେବେ ଲୋକସଭା ସଚିବାଳୟ ଏହି ନୋଟିସ ଜାରି କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା