Masthead

ଭତ୍ତା ପାଇଁ ୨ କିଲୋମିଟର ଚାଲିଲେ ବୃଦ୍ଧ

ପିପିଲି(ବଡ଼ ଖବର ବ୍ୟୁରୋ):  ଭତ୍ତା ବଦଳରେ ମିଳୁଛି ଜମ ଦଣ୍ଡ। ଭତ୍ତା ଟଙ୍କା ପାଇଁ ୨ କିଲୋମିଟର ଚାଲିଲେ ବୃଦ୍ଧ ।ଏଭଳି ଚିତ୍ର ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ପିପିଲି ବ୍ଳକର ଚନ୍ଦ୍ରାଦେଇପୁର ପଞ୍ଚାୟତରେ । ଚନ୍ଦ୍ରାଦେଇପୁର ପଞ୍ଚାୟତ ୧ ନମ୍ବର ୱାର୍ଡର ନାରାୟଣ ସ୍ବାଇଁ ବୟସ ୮୦ ବର୍ଷରୁ ଉର୍ଦ୍ଧ । ପରିଣତ ବୟସରେ ଭତ୍ତା ପାଇଁ ଛୋଟା ଗୋଡ଼ରେ ଛୋଟେଈ ଛୋଟେଈ ୨କିମି ଡହ ଡହ ଖରାରେ ଆସୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଭତ୍ତା ଟଙ୍କା ପଞ୍ଚାୟତରେ ମିଳିବା ବଦଳରେ ବ୍ୟାଙ୍କରେ ଦିଆଯାଉଥିବାରୁ ଅସୁବିଧା ଭୋଗୁଛନ୍ତି ହିତାଧିକାରୀ । ଯାହାକୁ ନେଇ ଜନଅସନ୍ତୋଷ ଦେଖାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ