ଜଳୁଛି ଆଭ୍ୟନ୍ତରିଣ ଓଡିଶା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଭ୍ୟନ୍ତରିଣ ଓଡିଶାରେ ତାତିର ପ୍ରକୋପ ଜାରି ରହିଛି । ଅନେକ ଜାଗାରେ ଉତ୍ତପ୍ତ ବଢିବାରେ ଲାଗିଛି । ୯ଟି ସ୍ଥାନରେ ଦିନର ତାପମାତ୍ରା ୩୮ଡିଗ୍ରୀ ସେଲସିୟସ ଉପରେ ଅଛି । ସେପଟେ ଉପକୂଳ ଓଡିଶାରେ ଗରମରୁ କିଛି ଆଶ୍ୱସ୍ଥି ମିଳିଛି । ଭୁବନେଶ୍ୱରରେ ତାପମାତ୍ରା ୩୫ଡିଗ୍ରୀ ତଳକୁ ଖସି ଆସିଛି । ଅ।।ଗାମୀ ୩, ୪ ଦିନ ତାପମାତ୍ରା ଏଭଳି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୧ତାରୀଖ ବେଳକୁ ଉପକୂଳ ଓଡିଶାରେ ପୁଣୀ ତାତି ବଢିପାରେ ।

ସୋମବାର ଭବାନୀପାଟଣା ଓ ବୌଦ୍ଧରେ ପାରଦ ୩୯ଡିଗ୍ରୀ ଛୁଇଁଛି । ଝାରସୁଗୁଡ଼ା ତାପମାତ୍ରା ୩୮.୨, ସମ୍ବଲପୁର ୩୮.୪, ସୁନ୍ଦରଗଡ଼ ୩୮, ହୀରାକୁଦ ୩୮.୫, ତାଳଚେର ୩୭.୧, ବଲାଙ୍ଗିର ୩୮.୨, ମାଲକାନଗିରି ୩୮.୫, ଟିଟିଲାଗଡ଼ ୩୭.୨, ସୋନପୁର ୩୮.୨ ଡିଗ୍ରୀ ରହିଛି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!