Masthead

ବିବାଦରେ ‘ଓଏମଜି୨’

ମୁମ୍ବାଇ(ବଡଖବର ବ୍ୟୁରୋ): ରିଲିଜ୍ ପୂର୍ବରୁ ପୁଣି ଓଡିଆ ରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଙ୍କ ଫିଲ୍ମ ‘ଓଏମଜି ୨’ । ପ୍ରଥମେ ସେନ୍ସର ବୋର୍ଡ ଫିଲ୍ମ ରେ ଥିବା ଆପତ୍ତି ଜନକ ଦୃଶ୍ୟ କୁ ହଟାଇବାକୁ କହି ‘ଏ’ ସାର୍ଟିଫିକେଟ୍ ଦେଇଥିଲା । ଯାହାକୁ କେବଳ ୧୮ ବର୍ଷ ରୁ ଉର୍ଦ୍ଧ ବୟସ୍କ ହିଁ ଦେଖିପାରିବେ । ଏବେ ଉଜ୍ଜୟିନୀ ମନ୍ଦିର ର ପୂଜକ ମାନେ ଫିଲ୍ମ ବିରୋଧ ରେ ସିନେମା ନିଦେ୍ର୍ଦଶକ ଅମିତ୍ ରୟ ଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି ।

ନୋଟିସ୍ ରେ ସେମାନେ କଥିତ ଭାବେ ଦର୍ଶାଯାଇଥିବା ଅପମାନ ଜନକ ଦୃଶ୍ୟ ହଟାଇବାକୁ ଦାବି କରିଛନ୍ତି । ପୂଜକମାନଙ୍କ କହିବା କଥା , ସିନେମା ରେ ଭଗବାନ ଶିବ ଙ୍କ ଅବତାର କୁ ଭୁଲ ଭାବ ରେ ଦର୍ଶାଯାଇଛି । ଯାହାକି ଭକ୍ତ ଙ୍କ ଭାବାବେଗ କୁ ଆଘାତ କରିଛି । ଏଣୁ ଭଗବାନ ଶିବ ଏବଂ ମହାକାଳ ସମ୍ବଦ୍ଧୀୟ ଯେଉଁ ଦୃଶ୍ୟ ରହିଛି ତାହାକୁ ବାଦ୍ ଦିଆଯାଉ ବୋଲି ମନ୍ଦିର ର ପୂଜକ ମାନେ ଦାବି କରିଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ