Masthead

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍‌ ନୋଟ ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ୧୦ ରାଜ୍ୟର ୩୭ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହେବ। ଓଡ଼ିଶାର ୪ ଆସନ ପାଇଁ ନିର୍ବାଚନ ହେବ। ଫେବୃଆରୀ ୨୬ରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୬ରେ ଯାଞ୍ଚ କରାଯିବ। ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏ ଭୋଟ ଗ୍ରହଣ ହେବ। ଅପରାହ୍ଣ ୫ଟାରେ ହେବ ଭୋଟ ଗଣତି କରାଯିବ। ଓଡ଼ିଶାର ୪ ରାଜ୍ୟସଭା ଏମ୍‌ପି ମମତା ମହାନ୍ତ, ମୁନା ଖାନ, ସୁଜିତ୍‌ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ସରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ 🔴 ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା 🔴 ବଜେଟ ଅଧିବେଶନର ଦ୍ୱିତୀୟ ଦିନ 🔴 ବାଲି ଘାଟ ଉପରେ ଚଢାଉ 🔴 ବଦଳିଲା ସନା ଓ ଅରବିନ୍ଦଙ୍କ ସିଟ 🔴 ଆଜିଠୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା 🔴 ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ 🔴 କପିଳାସରେ ମହାପ୍ରଭୁଙ୍କ ନୀତି ବନ୍ଦ, ଧାରଣାରେ ସେବାୟତ 🔴 ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା 🔴 ଗିରଫ ହେଲେ ବିଜେଡି ନେତ୍ରୀ 🔴 ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ 🔴 ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା 🔴 ବଜେଟ ଅଧିବେଶନର ଦ୍ୱିତୀୟ ଦିନ 🔴 ବାଲି ଘାଟ ଉପରେ ଚଢାଉ 🔴 ବଦଳିଲା ସନା ଓ ଅରବିନ୍ଦଙ୍କ ସିଟ 🔴 ଆଜିଠୁ CBSE ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା 🔴 ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ 🔴 କପିଳାସରେ ମହାପ୍ରଭୁଙ୍କ ନୀତି ବନ୍ଦ, ଧାରଣାରେ ସେବାୟତ 🔴 ଚୋର ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା 🔴 ଗିରଫ ହେଲେ ବିଜେଡି ନେତ୍ରୀ